ପଟୋରା ଡେମ
From Wikipedia, the free encyclopedia
ପଟୋରା ଡେମ, ଭାରତୀୟ ରାଜ୍ୟ ଓଡ଼ିଶାର ଜଙ୍କ ନଦୀ ଉପରେ ପଟୋରା ଗ୍ରାମ ସନ୍ନିକଟରେ ନିର୍ମିତ ଏକ ବନ୍ଧ । ଏହା ନୂଆପଡା ଜିଲାରେ ଅବସ୍ଥିତ ଓ ନୂଆପଡା ସହରରୁ ଏହାର ଦୁରତ୍ୱ 18 କିଲୋମିଟର । ଏହି ବନ୍ଧର ଜଳ ନୂଆପଡା ସହରକୁ ପାନୀଯ ଜଳ ଯୋଗାଣ ସହ ଜିଲ୍ଲାର ଅନେକ ଅଞ୍ଚଳକୁ ଜଳସେଚନ ହେଇଥାଏ । [1]