![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/e/ea/Diabetic_glomerulosclerosis_%25281%2529_HE.jpg/640px-Diabetic_glomerulosclerosis_%25281%2529_HE.jpg&w=640&q=50)
ନେଫ୍ରୋଟିକ ସିଣ୍ଡ୍ରୋମ
From Wikipedia, the free encyclopedia
ଲେଖା ଚାଲିଛି...
Quick Facts ନେଫ୍ରୋଟିକ ସିଣ୍ଡ୍ରୋମ (Nephrotic syndrome), ବିଭାଗ ...
ନେଫ୍ରୋଟିକ ସିଣ୍ଡ୍ରୋମ (Nephrotic syndrome) | |
---|---|
![]() ନେଫ୍ରୋଟିକ ସିଣ୍ଡ୍ରୋମର ମୂଖ୍ୟ କାରଣ ରୂପେ ବିବେଚିତ ମଧୁମେହ ଗ୍ଲୋମେରୁଲୋସ୍କ୍ଲେରୋସିସର ଅଣୁବୀକ୍ଷଣ ଚିତ୍ର । | |
ବିଭାଗ | ବୃକ୍କ ରୋଗ ବିଜ୍ଞାନ (Nephrology) |
ଲକ୍ଷଣ | ଶୋଥ ବା ଇଡିମା (Swelling), ଓଜନ ଲାଭ, ଥକ୍କା ଅନୁଭବ, ଫେଣଯୁକ୍ତ ମୂତ୍ର [1] |
କାରଣ | ଫୋକାଲ ସେଗମେଣ୍ଟାଲ ଗ୍ଲୋମେରୁଲୋସ୍କ୍ଲେରୋସିସ (Focal segmental glomerulosclerosis), ମେମ୍ବ୍ରେନସ ନେଫ୍ରୋପାଥି (membranous nephropathy), ମିନିମାଲ ଚେଞ୍ଜ ଡିଜିଜ (minimal change disease), ମଧୁମେହ, ଲୁପସ (lupus)[1][2] |
ରୋଗ ନିର୍ଣ୍ଣୟ ପଦ୍ଧତି | ମୂତ୍ର ପରୀକ୍ଷା (Urine testing), ବୃକ୍କ ବାୟୋପ୍ସି (kidney biopsy)[1] |
ସଠିକ ରୋଗ ନିର୍ଣ୍ଣୟ | ନେଫ୍ରୋଟୋଲ ସିଣ୍ଡ୍ରୋମ (Nephritic syndrome), ସିରୋସିସ, ସାଂଘାତିକ ଅପପୁଷ୍ଟି (malnutrition)[2] |
ଚିକିତ୍ସା | କାରଣ ଅନୁଯାୟୀ ଚିକିତ୍ସା [1] |
ପୁନଃପୌନିକ | ଏକ ଲକ୍ଷରେ ୫ଜଣ [3][4] |
Close
ନେଫ୍ରୋଟିକ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Nephrotic syndrome) ଏକ ଲକ୍ଷଣ ସମୂହର ନାମ ଯାହା ବୃକ୍କ (kidney) ନଷ୍ଟ ହେବା ଯୋଗୁ ଜାତ ହୁଏ ।[1] ଏହି ଲକ୍ଷଣମାନଙ୍କର ନାମ ପ୍ରୋଟିନୁରିଆ (protein in the urine), ହାଇପୋଆଲବୁମିନେମିଆ (low blood albumin levels), ହାଇପରଲିପିଡେମିଆ (high blood lipids), ଓ ଉଲ୍ଲେଖନୀୟ ଇଡିମା ଫୁଲା (swelling) ।[1] ଓଜନ ବୃଦ୍ଧି, ଥକ୍କା ଅନୁଭବ, ଫେଣଯୁକ୍ତ ମୂତ୍ର ମଧ୍ୟ ଦେଖାଯାଏ । [1] ରୋଗ ଜଟିଳ ହେଲେ ରକ୍ତ ଜମାଟ (blood clots), ସଂକ୍ରମଣ ଓ ଉଚ୍ଚ ରକ୍ତଚାପ ହୋଇପାରେ ।[1]