ନିବେଦିତା ପ୍ରଧାନ
ଓଡ଼ିଆ ରାଜନୀତିଜ୍ଞ From Wikipedia, the free encyclopedia
ଓଡ଼ିଆ ରାଜନୀତିଜ୍ଞ From Wikipedia, the free encyclopedia
ନିବେଦିତା ପ୍ରଧାନ, ଓଡ଼ିଶାର ଜଣେ ରାଜନୈତିକ ନେତା ।[1] ସେ କଟକ ସଦର ବିଧାନ ସଭା ନିର୍ବାଚନ ମଣ୍ଡଳିରୁ ୨୦୦୦ ମସିହାରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[2] ସେ ମଧ୍ୟ ଓଡ଼ିଶାର ପ୍ରଥମ ମହିଳା ମେୟର ଭାବେ କଟକ ନଗର ନିଗମରୁ ନିର୍ବାଚିତ ହୋଇଥିଲେ ।[3]
ନିବେଦିତା ପ୍ରଧାନ, ୧୯୬୩ ମସିହା ଜୁଲାଇ ମାସ ୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ନୃସିଂହ ଚରଣ ପ୍ରଧାନ ।[4]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.