ନାମଦଫା ଜାତୀୟ ପାର୍କ
ଅରୁଣାଚଳ ପ୍ରଦେଶରେ ଥିବା ଜାତୀୟ ଉଦ୍ୟାନ / From Wikipedia, the free encyclopedia
ନାମଦଫା ଜାତୀୟ ପାର୍କ , ପୂର୍ବ ହିମାଲୟର ଜୈବ ବିବିଧତା ପୂର୍ଣ ଅଞ୍ଚଳର ସର୍ବ ବୃହତ ସୁରକ୍ଷିତ ପାର୍କ । ଏହା ଉତ୍ତର ଭାରତର ଅରୁଣାଚଳ ପ୍ରଦେଶଠାରେ ଅବସ୍ଥିତ । ଏହାକୁ ଏକ ସବୁଠୁ ବଡ଼ ଜୈବ ସମ୍ପଦ ପୂର୍ଣା ଅଞ୍ଚଳ ବୋଲି କୁହାଯାଏ ।[1] ଏଠାରେ ବିସ୍ତିର୍ଣ ପ୍ରକୃତିକ ଅରଣ୍ୟ ରହିଛି ଯାହା ମିଜୋରାମ - ମଣିପୁର-କାଚିନ ଜଙ୍ଗଲର ଅଂଶ ବିଶେଷ ।