ଏହା ଏକ ଔଷଧ ଯାହା ସାମାନ୍ୟ ବିରକ୍ତ ହେତୁ ବନ୍ଦ ନାକ କିମ୍ବା ଲାଲ ଆଖିର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । From Wikipedia, the free encyclopedia
ନାଫାଜୋଲିନ ହେଉଛି ଏକ ଔଷଧ ଯାହା ସାମାନ୍ୟ ବିରକ୍ତ ହେତୁ ବନ୍ଦ ନାକ କିମ୍ବା ଲାଲ ଆଖିର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[1] ଏହା ଏକ ନାକ ସ୍ପ୍ରେ ବା ଆଖି ବୁନ୍ଦା ଆକାରରେ ଉପଲବ୍ଧ ହୁଏ ।[1]
Clinical data | |
---|---|
Trade names | Naphcon-a, Clear Eyes Red Relief, Visine A, others |
AHFS/Drugs.com | monograph |
Routes of administration | Nasal spray, eye drops |
Legal status | |
Legal status |
|
Identifiers | |
IUPAC name
| |
ECHA InfoCard | 100.011.492 |
Chemical and physical data | |
Formula | C14H14N2 |
Molar mass | 210.274 |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଝାପ୍ସା ଦୃଷ୍ଟି ଓ ଫୋଡ଼ି ହେବା ଭଳି ଅନୁଭବ ହୁଏ ।[1] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବାରମ୍ବାର ବନ୍ଦ ନାକ ହେବା, ମୁଣ୍ଡ ବିନ୍ଧା, ଦୃତ ହୃଦ୍ଗତି ଓ ଧୈର୍ଯ୍ୟହୀନ ହୁଏ । ଗର୍ଭାବସ୍ଥାରେ ଏହାର ନିରାପତ୍ତା ବିଷୟ ଅସ୍ପଷ୍ଟ ଅଛି । ଏହା ଆଲଫା ଆଡ୍ରେନର୍ଜିକ ରିସେପ୍ଟରକୁ ସକ୍ରିୟ କରିବାଦ୍ୱାରା କ୍ଷୁଦ୍ର ରକ୍ତନଳୀମାନ ସରୁ ହୋଇଯାଇ କାର୍ଯ୍ୟକ୍ଷମ ହୁଅନ୍ତି ।
୧୯୩୪ ମସିହାରେ ନାଫାଜୋଲିନ ପେଟେଣ୍ଟ ହୋଇଥିଲା ଏବଂ ୧୯୪୨ ମସିହାରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ଆରମ୍ଭ ହୋଇଥିଲା ।[2] ଏହା ଏକ ଜେନେରିକ୍ ଔଷଧ ଏବଂ କାଉଣ୍ଟର ଉପରେ ଉପଲବ୍ଧ ।[1] ଯୁକ୍ତରାଷ୍ଟ୍ରରେ ୧୫ ମିଲି ଲିଟର ଔଷଧର ମୂଲ୍ୟ ପ୍ରାୟ ୧୪ ଡଲାର ।[3]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.