![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/4/4a/Naag_pooja.jpg/640px-Naag_pooja.jpg&w=640&q=50)
ନାଗ ପଞ୍ଚମୀ
ହିନ୍ଦୁ ପର୍ବ / From Wikipedia, the free encyclopedia
ଶ୍ରାବଣ କୃଷ୍ଣ ପଞ୍ଚମୀ, ନାଗ ପଞ୍ଚମୀ ବା ମନସା ପଞ୍ଚମୀ ନାମରେ ଜଣା । ଏହିଦିନ ହିନ୍ଦୁ କୁମାରୀ ଏବଂ ମହିଳାମାନେ ଭଲ ଦୃଷ୍ଟିଶକ୍ତି ପାଇବା ଉଦ୍ଦେଶ୍ୟରେ ନାଗ ନାଗୁଲି ଦେବତାଙ୍କୁ ପୂଜର୍ଚ୍ଚନା କରନ୍ତି । ମାଟିର ହୁଙ୍କା ଆଣି କୋଠିରେ ସ୍ଥାପନ କରି ପୂଜାବିଧି ପାଳନ କରନ୍ତି ।[1]
Quick Facts ନାଗ ପଞ୍ଚମୀ, ଅନ୍ୟ ନାମ ...
![]() ନାଗ ପଞ୍ଚମୀ ଦିନ ଏକ ନାଗ ପ୍ରତିମା ପୂଜା ହେଉଛି | |
ଅନ୍ୟ ନାମ | ମନସା ପଞ୍ଚମୀ |
ପାଳନକାରୀ | ହିନ୍ଦୁମାନେ |
ପ୍ରକାର | ଧାର୍ମିକ, ଭାରତ ଏବଂ ନେପାଳ |
ପର୍ବ ପାଳନ | ନାଗ ପ୍ରତିମା କିମ୍ବା ଛବି ପୂଜା |
ତାରିଖ | ଶ୍ରାବଣ କୃଷ୍ଣ ପଞ୍ଚମୀ |
୨୦୨୪ ତାରିଖ | date missing (please add) |
Close