From Wikipedia, the free encyclopedia
ନରସିଂହପୁର ରାଜ୍ୟ (ଓଡ଼ିଆ: ନରସିଂହପୁର) ବ୍ରିଟିଶ ଶାସନ ସମୟରେ ଏକ ରାଜକୀୟ ରାଜ୍ୟ ଥିଲା । ଏହା 1305 ମସିହାରେ ସ୍ଥାପିତ ହେଇଥିଲା ଓ ତାହାର ରାଜଧାନୀ ନରସିଂହପୁର ସହର ଥିଲା .ସେଠାକାର ଶେଷ ରାଜା ରାଜ୍ୟକୁ ଭାରତୀୟ ରାଜ୍ୟ ସଂଘରେ 1948ରେ ମିଶେଇ ଦେଇଥିଲେ । ନରସିଂହପୁର କଟକ ଜିଲ୍ଲାର ଏକ ଅଂଶ ହେଇ ରହିଛି । [1]
Narsinghpur State ନରସିଂହପୁର | |||||
Princely State of British India | |||||
| |||||
Narsinghpur State in the Imperial Gazetteer of India | |||||
History | |||||
• | Established | 1292 | |||
• | Accession to the Union of India | 1948 | |||
Area | |||||
• | 1901 | ୫୧୫ km2 (୧୯୯ sq mi) | |||
Population | |||||
• | 1901 | ୩୯,୬୧୩ | |||
Density | ୭୬.୯ /km2 (୧୯୯.୨ /sq mi) | ||||
This article incorporates text from a publication now in the public domain: Chisholm, Hugh, ed. (1911). . Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}} : Invalid |ref=harv (help) |
ରାଜ୍ୟର ସୀମାରେ ହିନ୍ଦୋଳ ରାଜ୍ୟ ଓ ଅନୁଗୁଳ ଜିଲ୍ଲାର ଜଙ୍ଗଲ ସବୁ ଥିଲା ।ପୂର୍ବ ଦିଗରେ ବଦମ୍ବା ରାଜ୍ୟ ଲାଗିଥିଲା । ଏହାର ଦକ୍ଷିଣ ଦିଗରେ ମହାନଦୀ ପ୍ରବାହିତ ହୁଏ । [2]ଆୟତନ ଏବଂ ଆୟଭିତିରେ ଓଡ଼ିଶାର ଏହି 26ଟି ଗଡ଼ଜାତକୁ ଇଂରେଜ ସରକାର rererere
ଲୋକ କଥାନୁସାରେ ନରସିଂହପୁର ରାଜ୍ୟ 1292 ମସିହାରେ ରାଜପୁତ ରାଜା ଧରମ ଦେବାଙ୍କଦ୍ୱାରା ସ୍ଥାପିତ ହେଇଥିଲା । ସେ ଖୋଣ୍ଡ (କନ୍ଧ )ଜନଜାତିର ମୁଖିଆ ନରସିଂହଙ୍କୁ ପରାସ୍ତ କରି ଏହା ଅଧିକାର କରିଥିଲେ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.