ଏକ ଔଷଧ ଯାହା ଜନ୍ମ ନିୟନ୍ତ୍ରଣ ବଟିକା, ଋତୁବନ୍ଦ ହରମୋନ ଥେରାପି ଏବଂ ସ୍ତ୍ରୀ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁ From Wikipedia, the free encyclopedia
ନରଏଥିଷ୍ଟେରନ, ଅନ୍ୟ ଏକ ନାମ ନରଏଥିଣ୍ଡ୍ରୋନ, ଏକ ଔଷଧ ଯାହା ଜନ୍ମ ନିୟନ୍ତ୍ରଣ ବଟିକା, ଋତୁବନ୍ଦ ହରମୋନ ଥେରାପି ଏବଂ ସ୍ତ୍ରୀ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[5] ସ୍ତ୍ରୀ ରୋଗମାନଙ୍କ ମଧ୍ୟରେ ଏଣ୍ଡୋମେଟ୍ରିଓସିସ୍, ଜରାୟୁର ଅସ୍ୱାଭାବିକ ରକ୍ତସ୍ରାବ ଏବଂ ଋତୁଶୂଳ ଇତ୍ୟାଦି ରୋଗମାନଙ୍କ ନାମ ଉଲ୍ଲେଖନୀୟ ।[5] ଏହା ପାଟିରେ ଦିଆଯାଏ ବା ନରଏଥିଷ୍ଟିରନ୍ ଏନାଣ୍ଟେଟ୍ ଭାବରେ ଇଞ୍ଜେକସନ ଆକାରରେ ବ୍ୟବହୃତ ହୁଏ ।[5] ଏହା ଉଭୟ ସ୍ୱଳ୍ପ-ମାତ୍ରା ଏବଂ ଅଧିକ ମାତ୍ରା ସୂତ୍ରରେ ଏକାକୀ ବା ଏଷ୍ଟ୍ରୋଜେନ୍ ସହିତ ଉପଲବ୍ଧ ।[5]
Clinical data | |
---|---|
Trade names | Alone: Aygestin, Camila, Heather, Micronor, Primolut N, others With EE: Lo Loestrin, Loestrin, Microgestin, Modicon, Norinyl, Ortho-Novum, others With E2: Activella, Activelle, Estalis, Kliogest, Necon, Novofem, Trisequens, others |
Synonyms | NET; Norethindrone; others |
AHFS/Drugs.com | monograph |
MedlinePlus | a604034 |
data |
|
Routes of administration | By mouth, intramuscular injection (as NETE) |
Legal status | |
Legal status |
|
Pharmacokinetic data | |
Bioavailability | 47–73% (mean 64%)[1][2] |
Protein binding | 97%:[3] Albumin: 61%;[3] SHBG: 36%[3] |
Metabolism | Mainly CYP3A4 (liver);[4] also 5α-/5β-reductase, 3α-/3β-HSD, and aromatase |
Elimination half-life | 5.2–12.8 hours (mean 8.0 hours)[1] |
Identifiers | |
IUPAC name
| |
ECHA InfoCard | 100.000.619 |
Chemical and physical data | |
Formula | C20H26O2 |
Molar mass | ୨୯୮.୪୩ g·mol−1 |
3D model (JSmol) | |
Melting point | 203 to 204 °C (397 to 399 °F) |
SMILES
| |
InChI
| |
(verify) |
,
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅନିୟମିତ ଋତୁସ୍ରାବ, ମୁଣ୍ଡବିନ୍ଧା, ଅଇ, ଏବଂ ସ୍ତନ ଦରଜ ହୋଇପାରେ ।[6] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଉଦାସୀନତା, ବ୍ରଣ, କେଶ ବୃଦ୍ଧି ହୋଇପାରେ | [6] [7] ଜନ୍ମ ନିୟନ୍ତ୍ରଣ କରିବା ଲକ୍ଷରେ ସ୍ତନ୍ୟପାନ କରାଇବା ସମୟରେ ଏହା ବ୍ୟବହୃତ ହୋଇପାରେ ।[8] ଏହା ଏକ ଉତ୍ପାଦିତ ପ୍ରୋଜେଷ୍ଟିନ୍ ଯାହା ଏଣ୍ଡୋମେଟ୍ରିଅମକୁ ବିସ୍ତାର ପର୍ଯ୍ୟାୟରୁ ସ୍ରାବ ପର୍ଯ୍ୟାୟ ପର୍ଯ୍ୟନ୍ତ ପରିବର୍ତ୍ତନ କରିଥାଏ ।[6] ଏହାକୁ ବେଳେବେଳେ "ପ୍ରଥମ ପିଢ଼ୀ ପ୍ରୋଜେଷ୍ଟିନ୍ କୁହାଯାଏ ।[9]
ନରଏଥିଷ୍ଟେରନ ପ୍ରଥମେ ୧୯୫୧ ମସିହାରେ ତିଆରି ହୋଇଥିଲା ଏବଂ ପ୍ରଥମ ପ୍ରୋଜେଷ୍ଟିନ୍ ମଧ୍ୟରୁ ଅନ୍ୟତମ ଭାବରେ ବିକଶିତ ହୋଇଥିବା ।[10] [11] ଏହା ୧୯୫୭ ମସିହାରେ ପ୍ରଥମେ ଡାକ୍ତରୀ ବ୍ୟବହାରରେ ଆସିଥିଲା ଏବଂ ୧୯୬୩ ମସିହାରେ ଜନ୍ମ ନିୟନ୍ତ୍ରଣକାରୀ ଭାବରେ ଇଷ୍ଟ୍ରୋଜେନ୍ ସହିତ ମିଳିତ ଭାବରେ ଉପଲବ୍ଧ ହୋଇଥିଲା ।[11] [12] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[5] ଯୁକ୍ତରାଜ୍ୟରେ ୫ ମିଗ୍ରାର ୯୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ £୪ ଥିଲା ।[5] ଯୁକ୍ତରାଷ୍ଟ୍ରରେ ଏକ ମାସର ଔଷଧର ମୂଲ୍ୟ ପ୍ରାୟ ୯ ଡଲାର ଅଟେ । [13] ୨୦୧୮ରେ ଏହା ୫ ନିୟୁରୁ ଅଧିକ ପ୍ରେସକ୍ରିପସନ୍ ସହିତ ଯୁକ୍ତରାଷ୍ଟ୍ରରେ ୧୩୮ ତମ ସାଧାରଣତ ପ୍ରେସକ୍ରିପସନ ଔଷଧ ଥିଲା ।[14] [15]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.