ନଫିସା ଜାହାଁ ଆଞ୍ଚଲ
ବଙ୍ଗଳାଦେଶୀ ଅଭିନେତ୍ରୀ / From Wikipedia, the free encyclopedia
ହସନା ହେନା ଆଖୀ ଆଞ୍ଚଲ ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ ଯିଏକି ତାଙ୍କ ଷ୍ଟେଜ ନାମ ଆଞ୍ଚଲ (ବଙ୍ଗଳା: আচঁল) ଭାବରେ ଜଣାଶୁଣା । ସେ ମୁଖ୍ୟତଃ ବଙ୍ଗଳଦେଶୀ କଥାଚିତ୍ର ଜଗତ ଧଲିଉଡ଼ରେ ଅଭିନୟ କରନ୍ତି । ସେ ୨୦୧୧ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ଭୁଲ୍ ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ । ୨୦୧୩ ମସିହାରେ ତାଙ୍କ ଅଭିନୀତ ରୋମାଣ୍ଟିକ୍ ଫିଲ୍ମ ଜୋତିଲ୍ ପ୍ରେମ ତାଙ୍କୁ ଅଭିନୟ ଜଗତରେ ସଫଳତା ଆଣିଦେଇଥିଲା ।[1][2][3][4]
Quick Facts ଆଞ୍ଚଲ, ଜନ୍ମ ...
ଆଞ୍ଚଲ | |
---|---|
ଜନ୍ମ | ହସନା ହେନା ଆଖୀ (1992-08-26) ୨୬ ଅଗଷ୍ଟ ୧୯୯୨ (ବୟସ ୩୧) ଖୁଲ୍ନା, ବାଂଲାଦେଶ |
ଜାତୀୟତା | ![]() |
ବୃତ୍ତି | ବାଂଲାଦେଶୀ ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୧୧–ଏବେଯାଏଁ |
Close