ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ
From Wikipedia, the free encyclopedia
From Wikipedia, the free encyclopedia
ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ କେନ୍ଦୁଝରଠାରେ ଅବସ୍ଥିତ ଏକ ସରକାରୀ ମହାବିଦ୍ୟାଳୟ ।[3]
ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ | |
---|---|
ସ୍ଥାପିତ | ୧୯୬୨ |
ପ୍ରକାର | ସରକାରୀ[1] |
Academic affiliation | ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ[2] |
ଅବସ୍ଥାନ | କେନ୍ଦୁଝର, ଓଡ଼ିଶା, ଭାରତ |
ୱେବସାଇଟ | ଧରଣୀଧର କଲେଜର ମୁଖ୍ୟ ୱେବସାଇଟ |
ଧରଣୀଧର କଲେଜ, ୧୯୫୭ ମସିହାରେ ପ୍ରତିଷ୍ଠା କରା ଯାଇଥିଲା । ମହମ୍ମଦ ସିରାଜୁଦ୍ଦିନଙ୍କଦ୍ୱାରା ପ୍ରଦତ୍ତ ଧରଣୀଧର କଲେଜର ମୁଖ୍ୟ ସୌଧ ଦଶହଜାର ବର୍ଗଫୁଟ ବ୍ୟାପ୍ତ ।[4] ପ୍ରଥମେ ଏଠାରେ କେବଳ +୨ ସ୍ଥରରେ ଶିକ୍ଷାଦାନ କରାଯାଉଥିଲା । ୧୯୬୨ ମସିହାରେ ଓଡ଼ିଶା ସରକାର କଲେଜଟିକୁ ଅଧିଗ୍ରହଣ କରିଥିଲେ । ୧୯୬୭ ମସିହାରେ କଲେଜକୁ କେନ୍ଦୁଝର କଲେଜ ନାମରେ ନାମକରଣ କରାଯାଇଥିଲା ଓ ସେହି ବର୍ଷ ଏଠାରେ କଳା ବିଷୟ ପଢ଼ା ଆରମ୍ଭ ହୋଇଥିଲା । ୧୯୮୩-୮୪ ମସିହାରେ ଧରଣୀଧର ଭୂୟାଁଙ୍କ ନାମରେ କଲେଜର ନାମକୁ ଧରଣୀଧର କଲେଜରେ ପରିବର୍ତ୍ତନ କରା ଯାଇଥିଲା ।
୧୯୯୯ ମସିହାରେ କଲେଜଟି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ସହିତ ଅନୁବନ୍ଧିତ ହୋଇଥିଲା । ୨୪ ସେପ୍ଟେମ୍ବର ୨୦୦୪ ମସିହାରେ କଲେଜକୁ ସ୍ୱୟଂଶାସିତ କରାଯାଇଥିଲା । ୨୦୦୬ ମସିହାରେ ଏହା ନାକ୍ ବି+ ଗ୍ରେଡ଼ ଲାଭ କରିଥିଲା ।ବର୍ତ୍ତମାନ ଏହି କଲେଜରେ ୨୩୦୦ ଛାତ୍ରଛାତ୍ରୀ ଅଧ୍ୟୟନରତ ଅଛନ୍ତି ।
ଧରଣୀଧର କଲେଜରେ +୨, ସ୍ନାତ୍ତକ ଓ ସ୍ନାତକୋତ୍ତର ସ୍ଥରରେ ଶିକ୍ଷାଦାନ କରାଯାଏ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.