![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/c/c9/Sairandhri%252C_by_Raja_Ravi_Varma.jpg/640px-Sairandhri%252C_by_Raja_Ravi_Varma.jpg&w=640&q=50)
ଦ୍ରୌପଦୀ
From Wikipedia, the free encyclopedia
ଦ୍ରୌପଦୀ ପାଞ୍ଚଳର ରାଜା ଦ୍ରୌପଦଙ୍କ ଝିଅ । ତାଙ୍କ ଜନ୍ମ ମହାରାଜା ଦ୍ରୌପଦଙ୍କ ଯଜ୍ଞକୁଣ୍ଡରେ ହୋଇଥିଲା। ତାଙ୍କର ବିବାହ ପଞ୍ଚୁପାଣ୍ଡବଙ୍କ ସହିତ ହୋଇଥିଲା । କୃଷ୍ଣା, ଯାଜ୍ଞସେନୀ, ସୌରନ୍ଧ୍ରୀ ନାମରେ ମଧ୍ୟ ସେ ପ୍ରସିଦ୍ଧ ।
Quick Facts ଦ୍ରୌପଦୀ, ବୈବାହିକ-ସାଥୀ(s) ...
ଦ୍ରୌପଦୀ | |
---|---|
![]() Draupadi, painting by Raja Ravi Varma | |
ବୈବାହିକ-ସାଥୀ(s) | ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ, ସହଦେବ |
ସନ୍ତାନ | ଉପପାଣ୍ଡବ |
ପିତାମାତା | ଦ୍ରୌପଦ (ବାପା) |
Close
![Thumb image](http://upload.wikimedia.org/wikipedia/commons/thumb/c/c9/Sairandhri%2C_by_Raja_Ravi_Varma.jpg/320px-Sairandhri%2C_by_Raja_Ravi_Varma.jpg)