[[Category:Lua error in package.lua at line 80: module 'Module:Pagetype/disambiguation' not found. with short description]]

Quick Facts Diu, Country ...
Diu
City
Thumb
Zampa Gateway - Diu
Country India
StateDaman and Diu
DistrictDiu
Government
  TypeMunicipal corporation
Area
  ସମୁଦାୟ40 km2 (20 sq mi)
Elevation
0 m (0 ft)
Population
 (2001)
  Total୨୧,୫୭୬
  Density540/km2 (1,400/sq mi)
Languages
  OfficialGujarati, English
Time zoneUTC+5:30 (IST)
Sex ratio0.85 /
Close

ଦିଉ , ଭାରତୀୟ ଉନିଅନ ଟେରିତରୀ ଅଞ୍ଚଳର ଦିଉ ଜିଲ୍ଲାର ମୁଖ୍ୟ ସହର । ଦିଉ ଜିଲ୍ଲା ଭାରତର 10 ତମ ସର୍ବନିମ୍ମ ଜନସଂଖ୍ୟା ବିଶିଷ୍ଟ ଜିଲ୍ଲା । 

ଦିଉ ଦ୍ୱିପର ପୂର୍ବ ଭାଗରେ ଦିଉ ସହର ଅବସ୍ଥିତ , ଏଠାରେ ଥିବା ଡୁଗ ଓ ପର୍ତୁଗୀଜ କାଠଥେଡ୍ରାଳ  ଏହାର ଦର୍ଶନୀୟ ସ୍ଥଳ । ଏହା ଏକ ମାଛଧାରା କେନ୍ଦ୍ର । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଣିତ ସ୍ମାର୍ଟ ସିଟି ଯୋଜନାରେ ଦିଉ ଅନ୍ତର୍ଭୁକ୍ତ । 



ଇତିହାସ 

Thumb
16 ତମ ଶତାବ୍ଦୀରେ ଦିଉର ଦୃଶ୍ୟ 
Thumb
1729ର ଅଙ୍କିତା ଚିତ୍ରରେ ଦିଉ ସହର ଓ ଦୁର୍ଗ .

ଏହି ସହର ଓ ଜିଲ୍ଲା ପ୍ରାଚୀନ ସୌରାସ୍ତ୍ର ଅଞ୍ଚଳରେ ଥାଇ ଏକ ମୁଖ୍ୟ ବନ୍ଦର ଓ ବାଣିଜ୍ୟ କେନ୍ଦ୍ର ଥିଲା । 1509 ମସିହାରେ ଏଠାକୁ ଅଧିକାର କରିବାକୁ ପର୍ତୁଗୀଜ ଓ ତୁର୍କୀର ସେନାଙ୍କ ମଧ୍ୟରେ ଯୁଦ୍ଧ ହେଇଥିଲା । ତୁର୍କୀ ସହ ଇଜିପଟ , ଗୁଜରାଟ ସୁଲତାନ , ରାଗୁସା ଗଣତନ୍ତ୍ର ଯୁଦ୍ଧରେ ମିଳିତ ଥିଲେ ।  

1535ରେ ଗୁଜରାଟର ସୁଲତାନ ବାହାଦୁର ଶାହ ପର୍ତୁଗୀଯ ମାନଙ୍କ ସହ ସାଲିସ କରିଥିଲେ ଓ ପର୍ତୁଗୀଜ ମାନଙ୍କୁ ଦିଉ ଫୋର୍ଟ ବ୍ୟବହାର ପାଇଁ ଦେଇଥିଲେ । ପରେ ସୁଲତାନ ପଟୁଗୀଜ ମାନଙ୍କଦ୍ୱାରା ନିହତ ହେଇଥିଲେ । 

ବାସିନ୍ଦା 

Thumb
ଦିଉ ରାସ୍ତାର ଦୃଶ୍ୟ 

ଭାଷା 

The languages spoken in Diu include Gujarati, Portuguese, English and Hindi.

ଜନ ଆବାଦି

2001 ଜନଗଣନା ରେ[1] ଦିଉର ଲୋକ ସଂଖ୍ୟା 21,576 ଥିବାରଜଣା  ଯାଏ । ଏହା ମଧ୍ୟରୁ 54% ମହିଳା ଓ 46% ପୁରୁଷ ଥିଲେ । ସାକ୍ଷ୍ୟରତା ହାର 71% ଥିବା ବେଳେ 6 ବର୍ଷରୁ କମ ଆବାଡି 13% ଥିଲା । 

ଭୌଗୋଳିକ ସ୍ଥିତି ଓ ଜଳବାଯୁ 

Thumb
ସେଣ୍ଟ ପାଲଙ୍କ ଚର୍ଚ 
Thumb
ଦିଉ ଫୋର୍ଟ 
Thumb
ଜଳନ୍ଧର ବେଳାଭୂମି ନିକଟସ୍ଥ ନାଇଦା ଗୁମ୍ଫା 

ଦିଉର ଭୌଗୋଳିକ ଅବସ୍ଥିତି  20.71°N 70.98°E / 20.71; 70.98[2].ଏହି ଅଞ୍ଚଳ ସମୁଦ୍ର ପତ୍ତନ ସହ ସମତୁଲ ଭାବେ ରହିଛି । 

ସାଧାରଣ ସୂଚନା 

ଦିଉରେ ଫୋର୍ଟ ବ୍ଯତୀତ କୌଣଶି ଉତ୍ଛ ନିର୍ମାଣ ନାହି । ଦିଉ ଫୋର୍ଟ 1535 ମସିହା ରେ[3] ପର୍ତୁଗୀଜ ମାନଙ୍କଦ୍ୱାରା ସ୍ଥାପିତ ହେଇଥିଲା । 1610 ମସିହାରେ ନିର୍ମିତ ଏକ ଚର୍ଚ ସହ ଏଠାରେ ଗଙ୍ଗେଶ୍ୱର ବେଳାଭୂମିଠାରେ ଏକ ଶିବ ମନ୍ଦିର ମଧ୍ୟ ରହିଛି । 


ଗମନାଗମନ 

ଗୁଜରାଟର ଉନା ଅଞ୍ଚଳରୁ ଏଠାକୁ ଯାତାୟତ ସୁବିଧା ରହିଛି । ଦିଉ ଏୟାରପୋର୍ଟକୁ ଏୟାର  ଇଣ୍ଡିଆ ଓ ଜେଟ ଏୟାର ତରଫରୁ ବିମାନ ସେବା ମଧ୍ୟ ରହିଛି । ସହରରେ ହୋଟେଲ , ପର୍ଯ୍ୟଟକ ରହଣି , ଅବସର ବିନୋଦ କେନ୍ଦ୍ର ସବୁ ରହିଛି । 

ଦିଉ ଓ ଡାମନକୁ ଲୋକେ ଏକ ସାଙ୍ଗରେ ନିଅନ୍ତି , କିନ୍ତୁ ଡାମନ ଏଠାରୁ 650 କିଲୋମିଟର ଦୂର । 

ପୁନଶ୍ଚ ଦେଖଣା 

  • Simbor

ଆଧାର 

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.