ତୁଳସୀ ଦାସ
ହିନ୍ଦୁ କବି, ସନ୍ଥ ଓ ରାମଚରିତ୍ରମାନସର ରଚୟିତା / From Wikipedia, the free encyclopedia
ତୁଳସୀ ଦାସ ଶ୍ରାବଣ ଶୁକ୍ଳ ସପ୍ତମୀ[3][4] ଦିନ ଉତ୍ତର ପ୍ରଦେଶର ଯମୁନା ନଦୀକୂଳସ୍ଥିତ ରାଜାପୁରଠାରେ[5] ୧୫୩୨ ଖ୍ରୀଷ୍ଟାବ୍ଦରେ ଜନ୍ମଲାଭ କରିଥିଲେ। ସେ ହିନ୍ଦୀ ରାମାୟଣର ରଚୟିତା।
Quick Facts ଗୋସ୍ୱାମୀ ତୁଳସୀ ଦାସ गोस्वामी तुलसीदास, ଜନ୍ମ ...
ଗୋସ୍ୱାମୀ ତୁଳସୀ ଦାସ गोस्वामी तुलसीदास | |
---|---|
ଜନ୍ମ | Rambola 1497 or 1532[1] ରାଜାପୁର (ବର୍ତ୍ତମାନର ଚିତ୍ରକୂଟ ଜିଲ୍ଲା) |
ମୃତ୍ୟୁ | ୧୬୨୩ ଆସି ଘାଟ, ବାରଣାସୀ (ବର୍ତ୍ତମାନରଉତ୍ତର ପ୍ରଦେଶ, ଭାରତ) |
ଉପାଧି/ ସମ୍ମାନ | ଗୋସ୍ୱାମୀī, ଅଭିନବବାଲ୍ମିକୀ, ଭକ୍ତଶିରୋମଣୀi ଇତ୍ୟାଦି |
ଗୁରୁ | ନରହରି ଦାସ |
ଦର୍ଶନ | ବୈଷ୍ଣବ |
ସାହିତ୍ୟ କୃତି | ରାମଚରିତମାନସ, ବିନୟପତ୍ରିକା, ଦୋହାବଳୀ, କବିତାବଳୀ, ହନୁମାନ ଚାଳିସା, ବୈରାଗ୍ୟ ସନ୍ଦିପଣି, ଜାନକୀ ମଙ୍ଗଳ, ପାର୍ବତୀ ମଙ୍ଗଳ ଇତ୍ୟାଦି |
ବାଣୀ | I bow down to the whole world by folding both hands, considering it to be born out of Sita and Rama.[2] |
Close