ତିଳକ
From Wikipedia, the free encyclopedia
ଭାରତୀୟ ପୂଜାବିଧିରେ ମଥାରେ ଅଙ୍କିତ ହେଉଥିବା ଏକ ଚିହ୍ନ ଶାସ୍ତ୍ର ମତରେ ଦ୍ୱୀଜ (ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟ) ତିଳକ ନଲଗାଇଲେ ତାଙ୍କୁ ଚଣ୍ଡାଳ ବୋଲାଯାଏ ତିଳକ ସର୍ବଦା କପାଳର ଦୁଇ ଭ୍ରୁଲତା ମଝି ସ୍ଥାନ ଆଜ୍ଞା ଚକ୍ର ଉପରେ ଅଂକନ କରାଯାଏ ଏହାକୁ ଚେତନାକେନ୍ଦ୍ର ଭାବେ ଅଭିହିତ କରାଯାଇଛି
![Thumb image](http://upload.wikimedia.org/wikipedia/commons/thumb/6/61/A_Hindu_wedding_ritual_in_progress_b.jpg/640px-A_Hindu_wedding_ritual_in_progress_b.jpg)
ହିନ୍ଦୁ ଧର୍ମରେ ତିଳକ (Hindi: तिलक) ସାଧାରଣତଃ କପାଳରେ ଧାରଣ କରନ୍ତି, ବେଳେବେଳେ ଶରୀରର ଅନ୍ୟ ଅଙ୍ଗରେ ଯଥା ଛାତି, ହସ୍ତ ଇତ୍ୟାଦି ସ୍ୱତନ୍ତ୍ର ଧାର୍ମିକ କାର୍ଯ୍ୟ ଅବସରରେ ଏହାକୁ ପାରମ୍ପରିକ ଆଭୁଷଣ ସହ ଧାରଣ କରାଯାଏ ବ୍ରାହ୍ମଣମାନେ ଏହାକୁ ଦୈନିକ ଧାରଣ କରନ୍ତି
ଦକ୍ଷିଣ ଏସୀୟ ପରମ୍ପରା ଭାବେ ଏହି ସିନ୍ଦୁର ଓ ଚନ୍ଦନ ମିଶ୍ରଣ ଯୁକ୍ତ ସୁଗନ୍ଧି ଦ୍ରବଣକୁ ବିଜୟ ଉତ୍ସବରେ ପହଞ୍ଛିବା କ୍ଷଣି ବିଜୟୀଙ୍କ ମଥାରେ ଲଗାଯାଇ ସ୍ୱାଗତ କରାଯାଏ [4]
![Thumb image](http://upload.wikimedia.org/wikipedia/commons/thumb/f/fd/Chandan_peda_02.jpg/640px-Chandan_peda_02.jpg)