![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/1/1f/Taj_Mahal_N-UP-A28-a.jpg/640px-Taj_Mahal_N-UP-A28-a.jpg&w=640&q=50)
ତାଜମହଲ
ଆଗ୍ରା, ଉତ୍ତରପ୍ରଦେଶ / From Wikipedia, the free encyclopedia
"ତାଜ ମହଲ", pronounced [ˈt̪aːdʒ mɛˈɦɛl]କୁ ‘‘ତାଜ’’ ("the Taj")[3]) ବୋଲି ମଧ୍ୟ କୁହାଯାଏ। ଏହା ଶଙ୍ଖ ମଲମଲ ପଥର ନିର୍ମିତ ଏକ ସମାଧି। ପୃଥିବୀର ସାତଗୋଟି ଅଦ୍ଭୁତ ବସ୍ତୁ ମଧ୍ୟରେ ତାଜ ମହଲକୁ ପରିଗଣିତ କରାଯାଏ । ଏହାର କାରୁକାର୍ଯ୍ୟ, ଶିଳ୍ପ ଚାତୁରୀ ଏବେଯାଏଁ ଏହାକୁ ଭାରତର ଅମର ଭବନର ମାନ୍ୟତା ଦେଇଛି।
Quick Facts ତାଜମହଲ, ଅବସ୍ଥାନ ...
ତାଜମହଲ | |
---|---|
![]() | |
ଅବସ୍ଥାନ | ଆଗ୍ରା, ଉତ୍ତର ପ୍ରଦେଶ, ଭାରତ |
ଉଚ୍ଚତା | 73 metres (240 ft)* |
ନିର୍ମାଣ କାଳ | 1632–53[1] |
ସ୍ଥପତି | ଉସ୍ତାଦ ଅହମଦ ଲାହୌରି |
ନିର୍ମାଣ ଶୈଳୀ | ମୋଗଲ ସ୍ଥାପତ୍ୟ |
ଦର୍ଶକ ସଂଖ୍ୟା | 7–8 million[2] (in 2014) |
UNESCO World Heritage Site | |
ପ୍ରକାର | Cultural |
ମାନଦଣ୍ଡ | (i) |
Designated | 1983 (7th session) |
Reference no. | 252 |
State Party | ଭାରତ |
Region | Asia-Pacific |
Close
ମୋଗଲ କାରିଗରୀର ମୁଖ୍ୟ ନିଦର୍ଶନ ହେଉଛି ତାଜ ମହଲ ଯାହା ପର୍ସିୟାନ, ତୁର୍କୀ ଓ ଭାରତୀୟ କାରିଗରୀର ସମାହାର। [4][5]