![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/0/07/Dimple_Kapadia_1.jpg/640px-Dimple_Kapadia_1.jpg&w=640&q=50)
ଡିମ୍ପଲ କାପାଡ଼ିଆ
ଭାରତୀୟ ଅଭିନେତ୍ରୀ / From Wikipedia, the free encyclopedia
ଡିମ୍ପଲ କାପାଡ଼ିଆ (ଜନ୍ମ ୮ ଜୁନ ୧୯୫୭)[1] ଜଣେ ଭାରତୀୟ ଫିଲ୍ମ ଅଭିନେତ୍ରୀ । ସେ ମାତ୍ର ୧୬ ବର୍ଷ ବୟସରେ ରାଜ କପୁରଙ୍କ ଫିଲ୍ମ "ବବି"ରେ ତରୁଣ ଅଭିନେତା ଋଷି କପୁରଙ୍କ ସହ ଅଭିନୟ କରି ପ୍ରସିଦ୍ଧି ପାଇଥିଲେ । ଏହି ଫିଲ୍ମ ୧୯୭୩ ମସିହାରେ ରିଲିଜ ହେଇଥିଲା । ସେହି ବର୍ଷ ସେ ଅଭିନେତା ରାଜେଶ ଖାନ୍ନାଙ୍କୁ ବିଭାହ କରି ସାମୟିକ ଭାବରେ ଫିଲ୍ମରୁ ସନ୍ୟାସ ନେଇଥିଲେ । ୧୯୮୪ ମସିହାରେ ସେ ରାଜେଶ ଖାନ୍ନାଙ୍କଠାରୁ ବିବାହ ବିଚ୍ଛେଦ କରି ପୁନର୍ବାର ଫିଲ୍ମ ଅଭିନୟକୁ ଫେରିଥିଲେ । ସେହି ସମୟରେ ସେ "ସାଗର" ନାମକ ଫିଲ୍ମରେ ଅଭିନୟ କରି ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଫିଲ୍ମ ଫେୟାର ପୁରସ୍କାର[2] ପାଇଥିଲେ ।
![]() | ଏହି ପ୍ରସଙ୍ଗଟିରେ ଥିବା ଅଦରକାରୀ ଲେଖାସବୁ ହଟାଇ ଭଲକରି ଲେଖିବାକୁ ହେବ । ଏହାର ମାନ ଅଧୁନା ଉଇକିପିଡ଼ିଆର ମାନଦଣ୍ଡ ଅନୁସାରେ ଅନୁପଯୁକ୍ତ । କାରଣ: ନିମ୍ନମାନର ଲିଖନଶୈଳୀ । ଅତ୍ୟାବଶ୍ୟକୀୟ ତଥ୍ୟ ଓ ଆଧାର ନାହିଁ । ଦୟାକରି ଏହି ଲେଖାଟିକୁ ସୁଧାରିଦିଅନ୍ତୁ । ଏହି ପ୍ରସଙ୍ଗର ଆଲୋଚନା ପୃଷ୍ଠାରେ କିଛି ଆଲୋଚନା ବି ହୋଇଥାଇପାରେ । (ମଇ ୨୦୨୧) |
ଏହି ପ୍ରସଙ୍ଗଟିକୁ ଜୁନ ୨୦୧୯ରୁ ଅନୁବାଦ କରିବାକୁ ପଡ଼ିବ । ଏହି ପ୍ରସଙ୍ଗଟି ଜୁନ ୨୦୧୯ ଭାଷାରେ ଲେଖାଯାଇଛି । ଏହି ଉଇକିପିଡ଼ିଆଟି ଓଡ଼ିଆ ଭାଷାଭାଷୀ ପାଠକମାନଙ୍କ ପାଇଁ ଉଦ୍ଦିଷ୍ଟ । ଅନ୍ୟ ଭାଷାର ଉଇକିପିଡ଼ିଆ ବାବଦରେ ଜାଣିବା ପାଇଁ ଉଇକିପିଡ଼ିଆମାନଙ୍କର ତାଲିକା ଦେଖନ୍ତୁ । ଓଡ଼ିଆରେ ଲେଖିବା ପାଇଁ ସହଯୋଗ ଚାହୁଁଥିଲେ ଏହି ଲିଙ୍କ୍ଟି ଦେଖନ୍ତୁ । If you have just labeled this page as needing translation, please add {{subst:Needtrans | pg = ଡିମ୍ପଲ କାପାଡ଼ିଆ | Language = ଜୁନ ୨୦୧୯ | Comments = }} ~~~~ to the bottom of this section of Pages needing translation into Odia. |
Quick Facts ଡିମ୍ପଲ କାପାଡ଼ିଆ, ଜନ୍ମ ...
ଡିମ୍ପଲ କାପାଡ଼ିଆ | |
---|---|
![]() | |
ଜନ୍ମ | ଡିମ୍ପଲ ଚୁନ୍ନିଭାଇ କାପାଡ଼ିଆ (1957-06-08) ୮ ଜୁନ ୧୯୫୭ (ବୟସ ୬୭) |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | 1973; 1984–present |
ବୈବାହିକ-ସାଥୀ | ରାଜେଶ ଖାନ୍ନା (୧୯୭୩–୧୯୮୨; ବିବାହ ବିଚ୍ଛେଦ) |
ସନ୍ତାନ | ଟ୍ୱିଙ୍କିଲ ଖାନ୍ନା ରିଙ୍କି ଖାନ୍ନା |
ସମ୍ପର୍କୀୟ | ଅକ୍ଷୟ କୁମାର (ଜ୍ୱାଇଁ) |
Close