ଡିଏମ୍ଓଜେଡ୍
From Wikipedia, the free encyclopedia
ଡିଏମ୍ଓଜେଡ୍ ବା DMOZ ( ଏହାର ପ୍ରକୃତ ଡୋମେନ ନାମ directory.mozilla.orgରୁ ଆସିଛି ) ହେଉଛି World Wide Web ଲିଙ୍କର ଏକ ବହୁଭାଷୀ ମୁକ୍ତ ଡ଼ାରେକ୍ଟ୍ରୀ । ଏହାର ରକ୍ଷଣାବେକ୍ଷଣ କରୁଥିବା ସମ୍ପ୍ରଦାୟ Open Directory Project (ODP) ଭାବେ ଜଣାଶୁଣା ।
Quick Facts ୟୁ.ଆର.ଏଲ, ବ୍ୟବସାୟିକ ...
ୟୁ.ଆର.ଏଲ | dmoz.org |
---|---|
ବ୍ୟବସାୟିକ | No |
ସାଇଟର ପ୍ରକାର | Web directory |
ରେଜେଷ୍ଟ୍ରିକରଣ | Optional |
କଣ୍ଟେଣ୍ଟ ଲାଇସେନ୍ସ | Creative Commons Attribution 3.0 Unported, Open Directory License |
ମାଲିକ | AOL |
ତିଆରି କରିଥିଲେ | Netscape |
ଆରମ୍ଭ କରାଯାଇଥିଲା | June 5, 1998 |
ଆଲେକ୍ସା କ୍ରମାଙ୍କ | 868 (April 2014[update])[1] |
Close