ଡାପ୍ଟୋମାଇସିନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ କ୍ୟୁବିସିନ, ହେଉଛି ଏକ ଆଣ୍ଟିବାୟୋଟିକ ଯାହା ମେଥିସିଲିନ-ପ୍ରତିରୋଧୀ ସ୍ଟାଫିଲୋକୋକସ ଅରିଅସ (MRSA) ଭଳି ଗ୍ରାମ-ପଜିଟିଭ ଜୀବାଣୁଦ୍ୱାରା ସୃଷ୍ଟି ହୋଇଥିବା ଗୁରୁତର ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [7] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[7]
Clinical data | |
---|---|
Trade names | Cubicin, Cubicin RF, others |
Synonyms | LY 146032 |
AHFS/Drugs.com | monograph |
data |
|
Pregnancy category | |
Routes of administration | Intravenous |
Legal status | |
Legal status | |
Pharmacokinetic data | |
Bioavailability | n/a |
Protein binding | 90–95% |
Metabolism | Renal (speculative)[6] |
Elimination half-life | 7–11 hours (up to 28 hours in renal impairment) |
Excretion | Kidney (78%; primarily as unchanged drug); faeces (5.7%) |
Identifiers | |
IUPAC name
| |
ECHA InfoCard | 100.116.065 |
Chemical and physical data | |
Formula | C72H101N17O26 |
Molar mass | ୧,୬୨୦.୬୯ g·mol−1 |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ମୁଣ୍ଡବିନ୍ଧା, ରାସ, ଯକୃତ ସମସ୍ୟା, ମାଂସପେଶୀ ନଷ୍ଟ ହେବା ଏବଂ ଗଲୁ ହୋଇପାରେ ।[7] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କବକ ସଂକ୍ରମଣ, ଇଞ୍ଜେକସନ ନେଇଥିବା ସ୍ଥାନରେ ଯନ୍ତ୍ରଣା ଏବଂ ଆଲର୍ଜି ପ୍ରତିକ୍ରିୟା ଅନ୍ତର୍ଭୁକ୍ତ ହୋଇପାରେ । [8] ଏହା ଏକ ଲାଇପୋପେପ୍ଟାଇଡ୍ ଯାହା କେତେକ ବ୍ୟାକ୍ଟେରିଆର ଜୀବକୋଷ ଝିଲ୍ଲି ପରିବର୍ତ୍ତନ କରି କାର୍ଯ୍ୟକ୍ଷମ ହୁଏ ।[7]
୨୦୦୩ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୦୬ ମସିହାରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଡାପ୍ଟୋମାଇସିନ ଅନୁମୋଦିତ ହୋଇଥିଲା ।[7] [8] ସ୍ଟ୍ରେପ୍ଟୋମାଇସେସ ରୋଜିଓସ୍ପୋରସରୁ ପ୍ରାକୃତିକ ଉପାୟରେ ପ୍ରସ୍ତୁତ ହୁଏ ।[9] ୨୦୧୯ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରୁ ଏହାକୁ ହଟାଇ ଦିଆଯାଇଥିଲା ।[10] [11] ତଥାପି ଏହା ମାନବ ଔଷଧ ଭାବରେ ଗୁରୁତ୍ୱପୂର୍ଣ୍ଣ ।[12]
ଆଧାର
Wikiwand in your browser!
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.