![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/8/8d/Dimercaprol.svg/langor-640px-Dimercaprol.svg.png&w=640&q=50)
ଡାଇମରକାପ୍ରୋଲ
From Wikipedia, the free encyclopedia
ଡାଇମରକାପ୍ରୋଲ (ଇଂରାଜୀ ଭାଷାରେ Dimercaprol ବା British anti-Lewisite/BAL) ଏକ ଔଷଧ ଯାହା ସିସା, ସୁନା (gold) ଓ ଆର୍ସେନିକ ବିଷକ୍ରିୟାର ଚିକିତ୍ସାରେ ଦିଆଯାଏ ।[2] ବିଷକ୍ରିୟା (antimony), ଥାଲିଅମ (thallium) ଓ ବିସମଥ ବିଷକ୍ରିୟାରେ (bismuth poisoning) ବ୍ୟବହାର ହେଉଥିଲା ମଧ୍ୟ ଉପକାରୀତାର ବିଶେଷ ପ୍ରମାଣ ମିଳିନାହିଁ ।[2][3] ଏହା ଇଞ୍ଜେକସନ ଆକାରରେ ମାଂସପେଶୀରେ (injection into a muscle) ଦିଆଯାଏ । [2]
![]() | |
![]() Skeletal formula and ball and stick model of dimercaprol | |
Clinical data | |
---|---|
Trade names | BAL in Oil |
Synonyms | 2,3-Dimercaptopropanol British anti-Lewisite 2,3-Dimercaptopropan-1-ol (no longer recommended[1]) British antilewisite |
AHFS/Drugs.com | monograph |
data |
|
Pregnancy category |
|
Routes of administration | intramuscular |
ATC code |
|
Identifiers | |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEMBL | |
ECHA InfoCard | 100.000.394 ![]() |
Chemical and physical data | |
Formula | C3H8OS2 |
Molar mass | 124.225 g mol−1 |
3D model (JSmol) | |
Density | 1.239 g cm−3 g/cm3 |
Boiling point | 393 °C (739 °F) at 2.0 kPa |
SMILES
| |
InChI
|
ଡାଇମରକାପ୍ରୋଲର ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତଚାପ, ଇଞ୍ଜେକସନ ଦେବା ସ୍ଥାନରେ କଷ୍ଟ, ବାନ୍ତି ଓ ଜ୍ୱର ହୋଇପାରେ । ଚିନାବାଦାମ ଆଲର୍ଜି (peanut allergies) ଥିବା ଲୋକକୁ ଏହା ଦିଆଯାଏନାହିଁ । ଗର୍ଭାବସ୍ଥାରେ ଶିଶୁ ପ୍ରତି ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ । ଡାଇମରକାପ୍ରୋଲ ଓଜନଦାର ଧାତୁ ସହିତ ଚିଲେସନ କରି (ବନ୍ଧିତ) (binding with heavy metals) ହୋଇ କାମ କରେ ।[2]
ଡାଇମରକାପ୍ରୋଲ ଦ୍ୱିତୀୟ ମହାଯୁଦ୍ଧ (World War II) ସମୟରେ ପ୍ରଥମେ ପ୍ରସ୍ତୁତ ହୋଇଥିଲା ।[4] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[5] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ଷରେ ମୂଲ୍ୟ ୨୦୦ ଆମେରିକୀୟ ଡଲାରରୁ ଅଧିକ ।[6]