![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/e/eb/Tasimelteon_ball-and-stick_model.png/640px-Tasimelteon_ball-and-stick_model.png&w=640&q=50)
ଟାସିମେଲଟେଓନ
From Wikipedia, the free encyclopedia
ଟାସିମେଲଟେଓନ (ଇଂରାଜୀ ଭାଷାରେ Tasimelteon), ଅନ୍ୟମାନଙ୍କ ମଧ୍ୟରେ ହେଟଲିଓଜ୍ ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହାକି ଅଣ-24 ଘଣ୍ଟିଆ ନିଦ୍ରା-ଜାଗ୍ରତ ବେମାରୀର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[1] ଶୋଇବାର ଏକ ଘଣ୍ଟା ପୂର୍ବରୁ ଏହା ପାଟିରେ ଦିଆଯାଏ ।[1] [3] ଏହି ଚିକିତ୍ସାର ଉପକାର ପାଇବାକୁ ମାସେ ସମୟ ଲାଗିପାରେ ।[1]
Quick Facts Clinical data, Trade names ...
![]() | |
![]() | |
Clinical data | |
---|---|
Trade names | Hetlioz, Hetlioz LQ |
AHFS/Drugs.com | monograph |
MedlinePlus | a615004 |
data |
|
Pregnancy category |
|
Dependence liability | None[1] |
Addiction liability | None[1] |
Routes of administration | By mouth |
Legal status | |
Legal status |
|
Pharmacokinetic data | |
Bioavailability | not determined in humans[2] |
Protein binding | 89–90% |
Metabolism | extensive liver, primarily CYP1A2 and CYP3A4-mediated |
Elimination half-life | 0.9–1.7 h / 0.8–5.9 h (terminal) |
Excretion | 80% in urine, 4% in feces |
Identifiers | |
IUPAC name
| |
ECHA InfoCard | 100.114.889 ![]() |
Chemical and physical data | |
Formula | C15H19NO2 |
Molar mass | ୨୪୫.୩୨ g·mol−1 |
3D model (JSmol) | |
SMILES
| |
InChI
| |
(verify) |
Close
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ନିଦ୍ରାଳୁ, ଅଇ, ଏବଂ ମୁଣ୍ଡ ବୁଲାଇବା ହୋଇପାରେ ।[3] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[1] ଏହା ମେଲାଟୋନିନ୍ ରିସେପ୍ଟରକୁ ସକ୍ରିୟ କରି କାର୍ଯ୍ୟକ୍ଷମ ହୁଏ ।[3]
୨୦୧୪ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୫ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଟାସିମେଲଟେଓନ ଅନୁମୋଦିତ ହୋଇଥିଲା ।[1] [3] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହି ଔଷଧ ବାବଦ ମାସକୁ ପ୍ରାୟ ୨୩,୦୦୦ ଡଲାର ଖର୍ଚ୍ଚ ହୋଇଥାଏ ।[4] ୟୁରୋପରେ ଅନୁମୋଦିତ ଏବଂ ଜର୍ମାନୀରେ ଉପଲବ୍ଧ ଥିବା ସତ୍ତ୍ୱେ ୨୦୨୧ ସୁଦ୍ଧା ବ୍ରିଟେନରେ ଏହା ବିକ୍ରି ହୋଇନଥିଲା ।[5]