![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/0/0b/Taron_Egerton_by_Gage_Skidmore_2.jpg/640px-Taron_Egerton_by_Gage_Skidmore_2.jpg&w=640&q=50)
ଟାରନ ଏଗର୍ଟନ
From Wikipedia, the free encyclopedia
ଟାରନ ଡେଭିଡ ଏଗର୍ଟନ (ଜନ୍ମ ୧୦ ନଭେମ୍ବର ୧୯୮୯) ଜଣେ ବ୍ରିଟିଶ ଅଭିନେତ୍ରୀ । କିଙ୍ଗ୍ସମ୍ୟାନ୍: ଦି ସିକ୍ରେଟ୍ ସର୍ଭିସ୍ (୨୦୧୪) ଏବଂ କିଙ୍ଗ୍ସମ୍ୟାନ୍: ଦି ଗୋଲଡେନ୍ ସର୍କଲ୍ (୨୦୧୭)ରେ ଗ୍ୟାରି "ଏଗସି" ଅନୱିନଙ୍କ ଭୂମିକାରେ ଅଭିନୟ କରି ଜଣାଶୁଣା । [1][2][3]
Quick Facts ଟାରନ ଏଗର୍ଟନTaron Egerton, ଜନ୍ମ ...
ଟାରନ ଏଗର୍ଟନ Taron Egerton | |
---|---|
![]() ଟାରନ ଏଗର୍ଟନ (୨୦୧୯) | |
ଜନ୍ମ | ଟାରନ ଡେଭିଡ ଏଗର୍ଟନ Taron David Egerton (1989-11-10) ୧୦ ନଭେମ୍ବର ୧୯୮୯ (ବୟସ ୩୪) |
ଶିକ୍ଷାନୁଷ୍ଠାନ | ରୟାଲ ଏକାଡେମୀ ଅଫ ଡ୍ରାମା ଆର୍ଟ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୧୨–ବର୍ତ୍ତମାନ |
Close