![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/6/68/Tacrolimus2DCSD.svg/langor-640px-Tacrolimus2DCSD.svg.png&w=640&q=50)
ଟାକ୍ରୋଲିମସ
ଟାକ୍ରୋଲିମସ ଏକ ପ୍ରକାର ଔଷଧ ଯାହା ଅଙ୍ଗ ପ୍ରତିରୋପଣ ପରେ ହେଉଥିବା ପ୍ରତ୍ୟାଖ୍ୟାନ ରୋକିବା ପାଇଁ ପାଟିରେ କିମ୍ / From Wikipedia, the free encyclopedia
ଟାକ୍ରୋଲିମସ ଏକ ପ୍ରକାର ଔଷଧ ଯାହା ଅଙ୍ଗ ପ୍ରତିରୋପଣ ପରେ ହେଉଥିବା ପ୍ରତ୍ୟାଖ୍ୟାନ ରୋକିବା ପାଇଁ ପାଟିରେ କିମ୍ବା ଇଞ୍ଜେକ୍ସନ୍ଦ୍ୱାରା ଦିଆଯାଏ |[5] [6] ଔଷଧର ସ୍ତର ନିୟମିତ ଭାବେ ତଦାରଖ କରାଯିବା ଉଚିତ୍ | [7] ମଧ୍ୟମରୁ ଗମ୍ଭୀର ଧରଣରୁ ଏକଜିମା କିମ୍ବା ସୋରିୟାସିସ ପାଇଁ ଏହା କ୍ରିମ ଭାବରେ ବ୍ୟବହୃତ ହୁଏ ଯେତେବେଳେ ଅନ୍ୟ ଚିକିତ୍ସା ପର୍ଯ୍ୟାପ୍ତ ନୁହେଁ | [8] [9]
![]() | |
![]() | |
Clinical data | |
---|---|
Trade names | Prograf, Advagraf, Protopic, others |
Synonyms | FK-506, fujimycin |
AHFS/Drugs.com | monograph |
MedlinePlus | a601117 |
data |
|
Pregnancy category |
|
Routes of administration | Topical, by mouth, intravenous |
ATC code | |
Legal status | |
Legal status | |
Pharmacokinetic data | |
Bioavailability | 24% (5–67%), less after eating food rich in fat |
Protein binding | ≥98.8% |
Metabolism | Liver CYP3A4, CYP3A5 |
Elimination half-life | 11.3 h for transplant patients (range 3.5–40.6 h) |
Excretion | Mostly fecal |
Identifiers | |
IUPAC name
| |
CAS Number | |
PubChem CID | |
DrugBank |
|
ChemSpider |
|
UNII | |
KEGG | |
ChEBI | |
ChEMBL | |
PDB ligand | |
ECHA InfoCard | 100.155.367 ![]() |
Chemical and physical data | |
Formula | C44H69NO12 |
Molar mass | ୮୦୪.୦୩ g·mol−1 |
3D model (JSmol) | |
SMILES
| |
InChI
| |
![]() ![]() |
ପାଟି କିମ୍ବା ଇଞ୍ଜେକ୍ସନଦ୍ୱାରା ନେଉଥିବା ଔଷଧର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବୃକ୍କ ସମସ୍ୟା, ତରଳ ଝାଡ଼ା, ବାନ୍ତି, ଉଚ୍ଚ ରକ୍ତ ପୋଟାସିୟମ୍ ଏବଂ ସଂକ୍ରମଣ ଅନ୍ତର୍ଭୁକ୍ତ | [6] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତ ଶର୍କରା, ସ୍ନାୟୁଗତ ସମସ୍ୟା, ଲିମ୍ଫୋମା ଏବଂ ଆନାଫାଇଲକ୍ସିସ ଅନ୍ତର୍ଭୁକ୍ତ ହୋଇପାରେ |[6] କ୍ରିମ୍ ଭାବରେ ବ୍ୟବହୃତ ହେଲେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଲୁ, ମୁଣ୍ଡବିନ୍ଧା ଏବଂ ଲାଲ ଚର୍ମ ଅନ୍ତର୍ଭୁକ୍ତ | [9] ଗର୍ଭାବସ୍ଥାରେ କ୍ରିମ୍ ସୁରକ୍ଷିତ କି ନାହିଁ ତାହା ଅସ୍ପଷ୍ଟ ରହିଛି। [10] ଟାକ୍ରୋଲିମସ ହେଉଛି ଏକ କ୍ୟାଲସିନ୍ୟୁରିନ ଇନହିବିଟର | [5]ଟି ଜୀବକୋଷଗୁଡ଼ିକର କାର୍ଯ୍ୟକଳାପ ହ୍ରାସ କରି ଏହା କାର୍ଯ୍ୟ କରେ ବୋଲି ବିଶ୍ୱାସ କରାଯାଏ | [7]
୧୯୮୭ ମସିହାରେ ଟାକ୍ରୋଲିମସ୍ ଆବିଷ୍କୃତ ହୋଇଥିଲା ଏବଂ ୧୯୯୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ଅନୁମୋଦିତ ହୋଇଥିଲା। [6] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [11] ଯୁକ୍ତରାଜ୍ୟରେ ୫ ମିଗ୍ରାର ୫୦ଟି ଟାବଲେଟ ପାଇଁ ଏନଏଚଏସକୁ ୨୦୨୦ ମସିହାରେ ପ୍ରାୟ 206 ପାଉଣ୍ଡ ଖର୍ଚ୍ଚ କରିଥାଏ |[5] ଯୁକ୍ତରାଷ୍ଟ୍ରରେ ଏହାର 0.୧%ର ମୂଲ୍ୟ ୩୬ ଡଲାର ଥିଲା । [12] [13] ଏହା ପ୍ରଥମେ ଜାପାନର ଏକ ମୃତ୍ତିକା ନମୁନାରୁ ତିଆରି ହୋଇଥିଲା ଯେଉଁଥିରେ ସ୍ଟ୍ରେପ୍ଟୋମାଇସେସ ସୁକୁବେନସିସଜୀବାଣୁ ରହିଥିଲା | [14]