From Wikipedia, the free encyclopedia
ଝାବୁଆ ରାଜ୍ୟ ବ୍ରିଟିଶ ଶାସନକାଳରେ ଏକ ରାଜକୀୟ ରାଜ୍ୟ ଥିଲା । ଏହାର ରାଜଧାନୀ ଝାବୁଆ ସହରରେ ଥିଲା ।ଏହି ରାଜ୍ୟର ଅଧିକାଂଶ ଅଞ୍ଚଳରେ ଭିଲ ଜନଜାତିର ଲୋକ ବସବାସ କରୁଥିଲେ । ଉମରକୋଟ ଏହି ରାଜ୍ୟର ଏକ ଉପରାଜ୍ୟ ଅଞ୍ଚଳ ଥିଲା । [1]
Jhabua State झाबुआ रियासत | ||||||
Princely State of British India | ||||||
| ||||||
| ||||||
Jhabua State in the Imperial Gazetteer of India | ||||||
Capital | Jhabua | |||||
History | ||||||
• | Established | 1584 | ||||
• | Accession to the Union of India | 1948 | ||||
Area | ||||||
• | 1901 | ୩,୪୬୦ km2 (୧,୩୩୬ sq mi) | ||||
Population | ||||||
• | 1901 | ୮୦.୮୮୯ | ||||
Density | ୦ /km2 (୦.୧ /sq mi) | |||||
This article incorporates text from a publication now in the public domain: Chisholm, Hugh, ed. (1911). . Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}} : Invalid |ref=harv (help) |
ମର୍ବାରର ରାଓ ଯୋଧାଙ୍କ ପଞ୍ଚମ ସନ୍ତାନ ରାଓ ଭିରଜି ଏହି ରାଜା ପରିବାର ପ୍ରଥମ ରାଜା ଥିଲେ ।ତାଙ୍କର ବଂଶଜ କଂବରକେଶୋ ଦାସ ବା କିଷାନ ଦାସ 1584 ମସିହାରେ ଝବୁଆ ରାଜୟାର ସ୍ଥାପନ କରିଥିଲେ । ଦିଲ୍ଲୀର ମୋଗଲ ସମ୍ରାଟ ଜାହାଙ୍ଗୀର ତାଙ୍କୁ ବେଙ୍ଗଲ ଯୁଦ୍ଧରେ ସାହାଯ୍ୟ କରିଥିବାରୁ ଓ ଭିଲ ଜନଜାତିର ମୁଖ୍ୟଙ୍କୁ ଦଣ୍ଡ ଦେଇଥ୍ଯିବାରୁ ପୁରସ୍କାର ସ୍ୱରୂପ ତାଙ୍କୁ ଏହି ରାଜ୍ୟର ରାଜା ଉପାଧି ଦେଇଥିଲେ । ସେ ରାଠୋର ବଂଶୀୟ ରାଜପୁତ ଥିଲେ । [2]
ବ୍ରିଟିଶ ରାଜୁତି କାଳରେ ଝାବୁଆ ଭୋପାୱାର ଏଜେନ୍ସି ଅଧୀନରେ ରହିଥିଲା । ପରେ 1927 ମସିହାରେ ତାହା ମଳବା ଏଜେନ୍ସି ଅଧୀନକୁ ଗଲା । ଝାବୁଆ 1947 ମସିହାରେ ଭାରତୀୟ ରାଜ୍ୟ ସଂଘରେ ସମ୍ମିଳିତ ହେଇ ମଧ୍ୟ ଭାରତରେ ରହିବା ପରେ 1956 ମସିହାରେ ମଧ୍ୟପ୍ରଦେଶରେ ମିଶିଥିଲା । [3]
ଝାବୁଆର ଶାସକ ମାନଙ୍କୁ ରାଜା କୁହାଯାଇ ସେମାନେ ବ୍ରିଟିଶ ମାନଙ୍କଦ୍ୱାରା 11 -ତୋପ ସମ୍ମାନର ଅଧିକାର ପ୍ରାପ୍ତ ହେଇଥିଲେ । [4]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.