![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/7/77/1_tianzishan_wulingyuan_zhangjiajie_2012.jpg/640px-1_tianzishan_wulingyuan_zhangjiajie_2012.jpg&w=640&q=50)
ଝାଂଗ୍ଜ୍ୟାଜ୍ୟେ ଜାତୀୟ ବନୋଦ୍ୟାନ
From Wikipedia, the free encyclopedia
ଝାଂଗ୍ଜ୍ୟାଜ୍ୟେ ଜାତୀୟ ବନୋଦ୍ୟାନ (ଇଂରାଜୀ ଭାଷାରେ Zhangjiajie National Forest Park, ଚୀନୀ ଭାଷାରେ 湖南张家界国家森林公园) ଚୀନର ହୁଣାନ ପ୍ରାନ୍ତର ଝାଂଗ୍ଜ୍ୟାଜ୍ୟେରେ ଅବସ୍ଥିତ । ୱୁଲିଂଗ୍ୟୁଆନ୍ ଅଞ୍ଚଳରେ ରହିଥିବା ଅନେକ ଜାତୀୟ ଉଦ୍ୟାନ ମଧ୍ୟରୁ ଏହା ଅନ୍ୟତମ । ଝାଂଗ୍ଜ୍ୟାଜ୍ୟେରେ ରହିଥିବା କିଛି ପର୍ବତକୁ ଝୁଲନ୍ତା ପର୍ବତ ବୋଲି ମଧ୍ୟ କୁହାଯାଏ ।
Quick Facts ଝାଂଗ୍ଜ୍ୟାଜ୍ୟେ ଜାତୀୟ ବନୋଦ୍ୟାନ ଝାଂଗ୍ଜ୍ୟାଜ୍ୟେ ନ୍ୟାସନାଲ୍ ଫରେଷ୍ଟ୍ ପାର୍କ୍, ଅବସ୍ଥାନ ...
ଝାଂଗ୍ଜ୍ୟାଜ୍ୟେ ଜାତୀୟ ବନୋଦ୍ୟାନ ଝାଂଗ୍ଜ୍ୟାଜ୍ୟେ ନ୍ୟାସନାଲ୍ ଫରେଷ୍ଟ୍ ପାର୍କ୍ | |
---|---|
![]() ଝାଂଗ୍ଜ୍ୟାଜ୍ୟେ ପର୍ବତମାଳା | |
ଚୀନର ମାନଚିତ୍ରରେ ଝାଂଗ୍ଜ୍ୟାଜ୍ୟେର ଅବସ୍ଥିତି | |
ଅବସ୍ଥାନ | ଝାଂଗ୍ଜ୍ୟାଜ୍ୟେ, ହୁଣାନ, ଚୀନ |
କ୍ଷେତ୍ରଫଳ | ୪୮୧୦ ହେକ୍ଟର୍ |
ସ୍ଥାପିତ | ୧୯୮୨ Established: ୧୯୮୨ |
Close