ଜୋହାନ୍ ସେବାଷ୍ଟିଆନ୍ ବାକ୍
From Wikipedia, the free encyclopedia
ଜୋହାନ୍ ସେବାଷ୍ଟିଆନ୍ ବାକ୍ (୩୧ ମାର୍ଚ୍ଚ ୧୬୮୫ - ୨୮ ଜୁଲାଇ ୧୭୫୦) ବାରୋକ୍ ଯୁଗର ଜଣେ ଜର୍ମାନ ସଂଗୀତକାର ଓ ସଙ୍ଗୀତଜ୍ଞ ଥିଲେ । ସେ ଚେଲୋ ସୁଇଟସ୍ ଏବଂ ବ୍ରାଣ୍ଡେନବର୍ଗ କନସେର୍ଟୋସ ପରି ଯନ୍ତ୍ରସଙ୍ଗୀତ ରଚନା ପାଇଁ ଜଣାଶୁଣା । ଏଥିମଧ୍ୟରେ କୀବୋର୍ଡ ରଚନା ଯଥା ଗୋଲ୍ଡବର୍ଗ ଭେରିଏସନ୍, ଦି ୱେଲ୍-ଟେମ୍ପର୍ଡ କ୍ଲାଭିଅର୍ ଏବଂ ଡି ମାଇନରରେ ଟୋକାଟା ଏବଂ ଫୁଗ୍; ଏବଂ ସେଣ୍ଟ ମାଥ୍ୟୁ ପାସନ୍ ଏବଂ ବି ମାଇନରରେ ମାସ୍ ପରି କଣ୍ଠ ସଂଗୀତ ଅନ୍ତର୍ଗତ ।
ଏହି ପ୍ରସଙ୍ଗଟି ଜଣେ ନୂଆ ଉଇକିଆଳି ସକ୍ରିୟ ଭାବେ ଲେଖୁଛନ୍ତି ଓ ଏଥିରେ ଭୁଲଭଟକା ରହିବା ସ୍ୱାଭାବିକ । ତେବେ ଧୀରେ ଧୀରେ ହେଲେ ମଧ୍ୟ ସକ୍ରିୟ ଭାବେ ସଜଡ଼ାହେବା ଚାହି । ସଜଡ଼ା ସରିଲେ ଜଣେ ପୁରୁଖା ଉଇକିଆଳି ଏ ଛାଞ୍ଚଟି କାଢ଼ିଦେବେ ।ଟିରେ ଥିବା ଅଦରକାରୀ ଲେଖାସବୁ ହଟାଇ ଭଲକରି ଲେଖିବାକୁ ହେବ । ଏହାର ମାନ ଅଧୁନା ଉଇକିପିଡ଼ିଆର ମାନଦଣ୍ଡ ଅନୁସାରେ ଅନୁପଯୁକ୍ତ । ଦୟାକରି ଏହି ଲେଖାଟିକୁ ସୁଧାରିଦିଅନ୍ତୁ । ଏହି ପ୍ରସଙ୍ଗର ଆଲୋଚନା ପୃଷ୍ଠାରେ କିଛି ଆଲୋଚନା ବି ହୋଇଥାଇପାରେ । |
ପାଶ୍ଚାତ୍ୟ ଇତିହାସର ଜଣେ ଶ୍ରେଷ୍ଠ ରଚୟତା ଭାବରେ ତାଙ୍କୁ ବିବେଚନା କରାଯାଉଥିଲା ।ବାଚ୍ ଙ୍କର ପ୍ରଭାବ ମୋଜାର୍ଟ ଏବଂ ବିଥୋଭେନ ଙ୍କର ରଚନା ଉପରେ ଥିଲା, ଯେହେତୁ ସେ ତାଙ୍କ ସମୟର ସଂଗୀତ ରୂପକୁ ଏକ ଉଚ୍ଚ ସ୍ତରକୁ ଉନ୍ନୀତ ଏବଂ ଯାନ୍ତ୍ରିକ ନିପୁନତା ପ୍ରଦାନ କରିଥିଲେ | ତାଙ୍କ ସଙ୍ଗୀତର ଗୁଣବତ୍ତା ଏବଂ କଳା ନିପୁନତା ହେତୁ ବୃତ୍ତିଗତ ସଂଗୀତଜ୍ଞମାନେ ତାଙ୍କୁ ପାଶ୍ଚାତ୍ୟ ଇତିହାସର ସର୍ବଶ୍ରେଷ୍ଠ ରଚୟତା ଭାବରେ ଗ୍ରହଣ କରନ୍ତି।[1][2][3][4]