ଜୋଗ ଜଳପ୍ରପାତ
ପୃଥିବୀର ସୁନ୍ଦରତା / From Wikipedia, the free encyclopedia
ଜୋଗ ଜଳପ୍ରପାତ (ଗେର୍ସୋପ୍ପା ଜଳପ୍ରପାତ ବା ଜୋଗ୍ ଜଳପ୍ରପାତ ଭାବେ ମଧ୍ୟ ପରିଚିତ) ଭାରତର କର୍ଣ୍ଣାଟକ ରାଜ୍ୟର ଶିବମୋଗା ଜିଲ୍ଲାର ସାଗର ତାଲୁକରେ ଅବସ୍ଥିତ ଏବଂ ଭାରତର ଉଚ୍ଚତମ ଜଳପ୍ରପାତମାନଙ୍କ ମଧ୍ୟରୁ ଗୋଟିଏ ।[1] .[2] ଏହି ପ୍ରପାତର ଜଳଧାରା ବିଭକ୍ତ; ବର୍ଷା ଋତୁରେ ବା ଅଧିକ ଜଳ ପ୍ରବାହ ଘଟିଲେ ଏହା ଏକ ବୁଡ଼ ବା ଲମ୍ଫ ଜଳପ୍ରପାତ (ଈଂରାଜୀରେ Plunge Waterfall) ଆକାରରେ ଦୃଶ୍ୟମାନ ହୁଏ । ବିଶ୍ୱର ଜଳପ୍ରପାତଙ୍କ ତାଲିକାରେ ୧୩ଶ ସ୍ଥାନରେ ଥିବା ଏହି ଜଳପ୍ରପାତ କର୍ଣ୍ଣାଟକର ଏକ ମୁଖ୍ୟ ପର୍ଯ୍ୟଟନ ସ୍ଥଳ । ଜୋଗ ଜଳପ୍ରପାତକୁ ଗୋର୍ସୋପ୍ପା ଜଳପ୍ରପାତ ବା ଜୋଗଦା ଗୁଣ୍ଡି ବୋଲି ମଧ୍ୟ କୁହାଯାଇଥାଏ ।[3]
Quick Facts ଅବସ୍ଥାନ, ଦିଗବାରେଣି ...
ବର୍ଷାଋତୁରେ ଜୋଗ ଜଳପ୍ରପାତ | |
ଅବସ୍ଥାନ | [ସାଗର ତାଲୁକ୍, ଶିବମୋଗା ଜିଲ୍ଲା, କର୍ଣ୍ଣାଟକ, ଭାରତ] |
---|---|
ଦିଗବାରେଣି | 14°13′44″N 74°48′43″E |
ଉଠାଣ | ସମୁଦ୍ର ପତନରୁ ୪୮୮ ମିଟର୍ (୧୬୦୦ ଫୁଟ୍) ଉଚ୍ଚ |
ପ୍ରକାର | ବିଭକ୍ତ ମହାଜଳପ୍ରପାତ |
ଉଚ୍ଚତା | ୨୫୩ ମିଟର୍ (୮୨୯ ଫୁଟ୍) |
ଦୀର୍ଘତମ ଖାଲର ଉଚ୍ଚତା | ୨୫୪ ମିଟର୍ (୮୨୯ ଫୁଟ୍) |
ଖାଲମାନଙ୍କ ସଂଖ୍ୟା | ୧ |
ହାରାହାରି ଗତି ହାର | ସେକେଣ୍ଡ୍ ପ୍ରତି ୧୫୩ ଘନ ମିଟର୍ (୫୩୮୭ ଘନ ଫୁଟ୍) ପ୍ରବାହ |
ଝରଣା | ଶରାବତୀ ନଦୀ |
Close