ବିଧାନ ସଭା ନିର୍ବାଚନ ମଣ୍ଡଳୀ From Wikipedia, the free encyclopedia
ଯଶୀପୁର (କ୍ରମିକ ସଂଖ୍ୟା: ୨୬) ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । [1] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଯଶୀପୁର ବ୍ଳକ, ରରୁଆଁ ବ୍ଳକ, ଶୁକୃଳୀ ବ୍ଳକ ଓ କୁସୁମି ବ୍ଳକର କିଛି ଅଂଶ ।[2][3]
ଯଶୀପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୯୧,୦୯୭ |
ଜିଲ୍ଲା: | ମୟୂରଭଞ୍ଜ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ମୟୂରଭଞ୍ଜ |
ପଞ୍ଚାୟତ ସମିତି: | ୪ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
ପୌର ପରିଷଦ: | ୦ |
ଗତ ୨୦୧୪ ମସିହାରେ ବିଜୁ ଜନତା ଦଳ ପ୍ରାର୍ଥୀ ମଙ୍ଗଳ ସିଂ ମୁଦି କମ୍ୟୁନିଷ୍ଟ ପ୍ରାର୍ଥୀ ଶମ୍ଭୁନାଥ ନାଏକଙ୍କଠାରୁ ୫୭୯୪ ଖଣ୍ଡ ଅଧିକ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି।[4]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ କମଳା କାନ୍ତ ନାୟକ, ସ୍ୱାଧୀନ ପ୍ରାର୍ଥୀ ଶମ୍ଭୁନାଥ ନାୟକଙ୍କଠାରୁ ୧୩,୧୯୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[5]
୨୦୦୯ ବିଧାନ ସଭା ନିର୍ବାଚନ, ଯଶୀପୁର [6] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | କମଳା କାନ୍ତ ନାୟକ | ୩୫,୫୬୯ | ୨୯.୯୭ | - | |
ସ୍ୱାଧୀନ | ଶମ୍ଭୁନାଥ ନାୟକ | ୨୨,୩୭୯ | ୧୮.୮୬ | - | |
ଭାଜପା | ସୁଧୀର ନାୟକ | ୧୬,୯୭୪ | ୧୪.୩୦ | - | |
ସ୍ୱାଧୀନ | ମହେଶ ଚନ୍ଦ୍ର ହେମ୍ବ୍ରମ | ୧୩,୪୨୨ | ୧୧.୩୧ | - | |
କଂଗ୍ରେସ | ମହେନ୍ଦ୍ର ନାଥ ନାୟକ | ୧୩,୩୧୮ | ୧୧.୨୨ | - | |
ଝାମୁମୋ | ମସୁରି ଚଟ୍ଟର | ୯,୩୯୧ | ୭.୯୧ | - | |
ସପା | ମିନତି ତିରିୟା | ୧,୮୪୪ | ୧.୫୫ | - | |
ସମୃଦ୍ଧ ଓଡ଼ିଶା | ରେନ୍ସା ସିର୍କା | ୧,୭୧୦ | ୧.୪୪ | - | |
ବସପା | ବିଜୟୀନି ତିରିଆ | ୧,୧୬୭ | ୦.୯୮ | - | |
ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ | ଅଗ୍ନୀଶ୍ୱର ନାୟକ | ୧,୦୪୪ | ୦.୮୮ | - | |
ରାଷ୍ଟ୍ରବାଦୀ ସେନା | ଦାଶରଥୀ ନାୟକ | ୯୮୨ | ୦.୮୩ | - | |
କଳିଙ୍ଗ ସେନା | ଗିରିଶ ଚଟ୍ଟର | ୮୯୦ | ୦.୭୫ | - | |
ଭୋଟ ବ୍ୟବଧାନ | ୧୩,୧୯୦ | ୧୧.୧୧* | - | ||
ମତଦାନ ହାର | ୧,୧୮,୯୫୧ | ୬୯.୪୮ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
୧୯୫୭ରୁ ୨୦୧୪ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [7][8][4]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.