![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/2/2a/Georg_Simon_Ohm3.jpg/640px-Georg_Simon_Ohm3.jpg&w=640&q=50)
ଜର୍ଜ ଓମ
From Wikipedia, the free encyclopedia
ଜର୍ଜ ସାଇମନ ଓମ (German: [oːm]; ୧୬ ମାର୍ଚ୍ଚ ୧୭୮୯ - ୬ ଜୁଲାଇ ୧୮୫୪) ଜଣେ ଜର୍ମାନ ପଦାର୍ଥ ବିଜ୍ଞାନୀ ଓ ଗାଣିତିକ ଥିଲେ । ସେ "ଓମ'ଙ୍କ ନିୟମ" ପାଇଁ ଜଣାଶୁଣା । ଜଣେ ସ୍କୁଲ ଶିକ୍ଷକ ଭାବେ ଓମ ଆଲେସାଣ୍ଡ୍ରୋ ଭୋଲଟାଙ୍କଦ୍ୱାରା ଉଦ୍ଭାବିତ ଇଲେକ୍ଟ୍ରୋକେମିକାଲ ସେଲ ଉପରେ ଗବେଷଣା ଆରମ୍ଭ କରିଥିଲେ । ନିଜ ତିଆରି ଯନ୍ତ୍ରପାତି ବ୍ୟବହାର କରି ଓମ ଏକ ନିର୍ଦ୍ଧିଷ୍ଠ ତାପମାତ୍ରାରେ ପରିବାହୀରେ ପ୍ରବାହିତ ବିଦ୍ୟୁତ ଶକ୍ତି ପରିବାହୀର ଦୁଇ ପ୍ରାନ୍ତରେ ଥିବା ବିଦ୍ୟୁତ ବିଭବ ପାର୍ଥକ୍ୟ ସହିତ ସମାନୁପାତୀ ଓ ପରିବାହୀର ପ୍ରତିରୋଧ ସହିତ ପ୍ରତିଲୋମାନୁପାତୀ ବୋଲି ଆବିଷ୍କାର କରିଥିଲେ । ଏହା ଓମ'ଙ୍କ ନିୟମ ଭାବେ ଜଣାଶୁଣା ।
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
Quick Facts ଜର୍ଜ ସାଇମନ ଓମ, ଜନ୍ମ ...
ଜର୍ଜ ସାଇମନ ଓମ | |
---|---|
![]() | |
ଜନ୍ମ | (1789-03-16)୧୬ ମାର୍ଚ୍ଚ ୧୭୮୯ Erlangen, Brandenburg-Bayreuth |
ମୃତ୍ୟୁ | ୬ ଜୁଲାଇ ୧୮୫୪(1854-07-06) (ବୟସ ୬୫) ମ୍ୟୁନିକ, ବାଭାରିଆ ଭୂଖଣ୍ଡ |
ଜାତୀୟତା | ଜର୍ମାନ |
ଶିକ୍ଷାନୁଷ୍ଠାନ | University of Erlangen |
ପ୍ରସିଦ୍ଧି | Ohm's law Ohm's phase law Ohm's acoustic law |
ପୁରସ୍କାର | Copley Medal (1841) |
ବିଜ୍ଞାନୀ ଜୀବନ | |
କ୍ଷେତ୍ର | ପଦାର୍ଥ ବିଜ୍ଞାନ (ବୈଦ୍ୟୁତିକ ବିଜ୍ଞାନ) |
କର୍ମାନୁଷ୍ଠାନ | University of Munich |
ଡକ୍ଟରୀ ଉପଦେଷ୍ଟା | Karl Christian von Langsdorf |
Close