ଛନ୍ଦା ମିଶ୍ର ଜଣେ ସାହିତ୍ୟିକା ଓ କଣ୍ଠଶିଳ୍ପୀ ।[1] ତାଙ୍କ ଲିଖିତ ପ୍ରବନ୍ଧ ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକା ସ୍ତମ୍ଭରେ ପ୍ରକାଶ ପାଇଛି ।[2] ସେ ବିଭିନ୍ନ ସାହିତ୍ୟିକ ଓ ସାମାଜିକ ଅନୁଷ୍ଠାନ ସହିତ ସେ ଜଡ଼ିତ ।
Quick Facts ଛନ୍ଦା ମିଶ୍ର, ଜାତୀୟତା ...
ଛନ୍ଦା ମିଶ୍ର |
---|
ଛନ୍ଦା ମିଶ୍ର ୨୦୧୯ ମସିହାରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ |
ଜାତୀୟତା | ଭାରତୀୟ |
---|
ଜାତୀୟତା | ଭାରତୀୟ |
---|
ପୁରସ୍କାର | ଅକ୍ଷୟ ସଙ୍ଗୀତ ସମ୍ମାନ |
---|
Close