ଚିତି ସାପ
ଭାରତୀୟ ଉପମହାଦେଶର ଏକ ବିଷାକ୍ତ ସାପ / From Wikipedia, the free encyclopedia
ଚିଟି ସାପ ବା ଚିତି ସାପ (ଇଂରାଜୀ ଭାଷାରେ Common Krait, ଜୀବବିଜ୍ଞାନ ନାମ Bungarus caeruleus) ଭାରତୀୟ ଉପମହାଦେଶରେ ଦେଖାଯାଉଥିବା ବଙ୍ଗାରସ୍ ପ୍ରଜାତିର ଏକ ବିଷଯୁକ୍ତ ସାପ ।[1] ଇଂରାଜୀ ଭାଷାରେ ଏହି ସାପର ଆଉ କିଛି ସାଧାରଣ ନାମ ହେଲା - ଇଣ୍ଡିଆନ୍ କ୍ରେଟ୍ ଓ ବ୍ଲୁ କ୍ରେଟ୍ । ଭାରତରେ ଯେଉଁ ୪ ପ୍ରଜାତିର ସାପ କାମୁଡ଼ାରେ ସର୍ବାଧିକ ଲୋକ ପ୍ରାଣ ହରାଇଥାନ୍ତି, ସେମାନଙ୍କ ମଧ୍ୟରେ ଚିତି ସାପ ଅନ୍ୟତମ । ଏମାନଙ୍କର ଫଣା ନାହିଁ ।[2]
Quick Facts ଚିତି ସାପଚିଟି ସାପ କଲେଁତ, ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ ...
ଚିତି ସାପ ଚିଟି ସାପ କଲେଁତ | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ମହାଶ୍ରେଣୀ: | ଟେଟ୍ରାପୋଡା |
ଶ୍ରେଣୀ: | ରେପ୍ଟିଲିଆ |
Order: | Squamata |
Suborder: | Serpentes |
Family: | Elapidae |
Genus: | Bungarus |
ଜାତି: | B. caeruleus |
ବାଇନୋମିଆଲ ନାମ | |
Bungarus caeruleus ୟୋହାନ୍ ଗୋଟଲୋବ୍ ଶ୍ନାଇଡର୍ (୧୮୦୧) | |
Synonyms | |
ସ୍ୟୁଡୋବୋଆ କେରୁଲିଆ (Pseudoboa caerulea) ୟୋହାନ୍ ଗୋଟଲୋବ୍ ଶ୍ନାଇଡର୍ (୧୮୦୧) |
Close