![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/7/73/Orthotomus_sutorius.jpg/640px-Orthotomus_sutorius.jpg&w=640&q=50)
ଚଞ୍ଚୂରୀ ପକ୍ଷୀ ଜାତି
From Wikipedia, the free encyclopedia
ଚଞ୍ଚୂରୀ ବା ଦର୍ଜୀ ପକ୍ଷୀ ପ୍ରାୟତଃ ଅର୍ଥୋଟୋମସ ବଂଶର ଏକ ଛୋଟ ପକ୍ଷୀ । ସେମାନଙ୍କୁ ପ୍ରାୟତଃ ଓଲ୍ଡ ୱାର୍ଲ୍ଡ ୱାର୍ଲବର ପରିବାର ସିଲଭିଡେରେ ରଖାଯାଇଥିଲେ ମଧ୍ୟ ନିକଟର ଗବେଷଣାରୁ ଜଣା ଯେ ସେମାନେ ସିଷ୍ଟିକୋଲାଇଡା ଅନ୍ତର୍ଭୁକ୍ତ ଏବଂ ଏହା ଡେଲ୍ ହୋୟୋ ଇତ୍ୟାଦିଙ୍କ ଗବେଷଣା ନିବନ୍ଧରେ ଉଲ୍ଲିଖିତ ।[1] ଏଥିମଧ୍ୟରୁ ଗୋଟିଏ ପ୍ରଜାତି ପାର୍ବତ୍ୟ ଚଞ୍ଚୂରୀ (ଏବଂ ସେଥିପାଇଁ ଏହାର ସହ ପ୍ରଜାତିଗୁଡ଼ିକ ରୁଫସ-ହେଡ଼ ଚଞ୍ଚୂରୀ) ମଧ୍ୟ ପ୍ରକୃତରେ ଏକ ଓଲ୍ଡ ୱାର୍ଲ୍ଡ ଜାତି ସେଟିଆ ପାଖାପାଖି ।[2] ସେଗୁଡ଼ିକ ପୁରୁଣା ପୃଥିବୀର କ୍ରାନ୍ତୀୟ ଅଞ୍ଚଳରେ ଏବଂ ମୁଖ୍ୟତଃ ଏସିଆରେ ଦେଖିବାକୁ ମିଳିଥାନ୍ତି ।
Quick Facts ଚଞ୍ଚୂରୀ ଜାତି, ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ ...
ଚଞ୍ଚୂରୀ ଜାତି | |
---|---|
![]() | |
ଚଞ୍ଚୂରୀ (Orthotomus sutorius) | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ ![]() | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ଶ୍ରେଣୀ: | ଏଭସ |
Order: | Passeriformes |
Family: | Cisticolidae |
Genus: | Orthotomus ହର୍ସଫିଲ୍ଡ, 1821 |
ପ୍ରଜାତି | |
ଲେଖା ଦେଖିବେ |
Close