![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/3/3f/Gail_Bradbrook_crop_2018.jpg/640px-Gail_Bradbrook_crop_2018.jpg&w=640&q=50)
ଗେଲ ବ୍ରାଡବ୍ରୁକ
ଇଂଲଣ୍ଡର ଜଣେ ପର୍ଯ୍ୟାବରଣ କର୍ମୀ / From Wikipedia, the free encyclopedia
ଗେଲ ବ୍ରାଡବ୍ରୁକ (ଇଂରାଜୀ ଭାଷାରେ Gail Marie Bradbrook (ଜନ୍ମ ୩୦ ଏପ୍ରିଲ ୧୯୭୨) ଇଂଲଣ୍ଡର ଜଣେ ପର୍ଯ୍ୟାବରଣ କର୍ମୀ ଓ ଏକ୍ସଟିଙ୍କସନ ରିବେଲିଅନ (Extinction Rebellion) ପର୍ଯ୍ୟାବରଣ ସାମାଜିକ ଆନ୍ଦୋଳନର ସହ-ପ୍ରତିଷ୍ଠାତା ଅଛନ୍ତି । [2][3][4]
Quick Facts ଗେଲ ବ୍ରାଡବ୍ରୁକ, ଜନ୍ମ ...
ଗେଲ ବ୍ରାଡବ୍ରୁକ | |
---|---|
![]() ସନ ୨୦୧୮ରେ ଗେଲ ବ୍ରାଡବ୍ରୁକ | |
ଜନ୍ମ | ଗେଲ ମେରୀ ବ୍ରାଡବ୍ରୁକ ୩୦ ଏପ୍ରିଲ ୧୯୭୨ |
ଜାତୀୟତା | ବ୍ରିଟିଶ (British) |
ଶିକ୍ଷାନୁଷ୍ଠାନ | ମାଞ୍ଚେଷ୍ଟର ବିଶ୍ୱବିଦ୍ୟାଳୟ (University of Manchester) |
ପ୍ରସିଦ୍ଧି | ଏକ୍ସଟିଙ୍କସନ ରିବେଲିଅନର (Extinction Rebellion) ସହ-ପ୍ରତିଷ୍ଠାତା ଥିଲେ । |
Close