From Wikipedia, the free encyclopedia
ଗେଲେଫୁ ବିମାନ ବନ୍ଦର (IATA: GLU, ICAO: VQGP) iଭୁଟାନର ସରପାଙ୍ଗ ଜିଲ୍ଲାରେ ଅବସ୍ଥିତ ବିମାନ ବନ୍ଦର । ଏହା ଗେଲେଫୁ ସହରରୁ 3 କିଲୋମିଟର ଦୂର ସେମଟେଲିଙ୍ଗ ଗେବୋଗ ମାନକ ଗ୍ରାମରେ ଅବସ୍ଥିତ । ଏହାକୁ 500 ଏକର ବିଶିଷ୍ଟ ସ୍ଥାନରେ ନିର୍ମାଣ ହେଇଥିଲା । କିନ୍ତୁ ଅଦ୍ୟାବଧି ବ୍ୟବହାର ନାହିଁ ।
ଗେଲେଫୁ ବିମାନ ବନ୍ଦର | |||
---|---|---|---|
IATA: GLU – ICAO: VQGP | |||
ସାରକଥା | |||
ବିମାନ ବନ୍ଦର ପ୍ରକାର | Public | ||
ପରିଚାଳକ | Department of Civil Aviation | ||
ଅବସ୍ଥାନ | Gelephu District | ||
ଉଚ୍ଚତା (ସମୁଦ୍ର ଠାରୁ) | 984 ft / 300 m | ||
ଦିଗବାରେଣି | 26°52′07″N 090°27′55″E | ||
Map | |||
Location within Bhutan | |||
ରନବେ | |||
ଦିଗ | ଲମ୍ବ | ଭୂମି | |
ft | m | ||
11/29 | 4,921 | 1,500 | Asphalt |
[1][2] |
ଏହି ବିମାନ ବନ୍ଦର ଅକ୍ଟୋବର 2012 ମସିହାରେ ଉଦଘାତିତ ହେଇଥିଲା । ,[3]କିନ୍ତୁ ଭୁଟାନ ସରକାରଙ୍କ ଅନୁମତି ପାଇ ନ ଥିବାରୁ ନିୟମିତ ବିମାନ ଚଳାଚଳ ବ୍ୟବସ୍ଥା ହେଇ ପାରି ନାହି । .[4] ଏହାକୁ ମୂଳତଃ ଏକ ଆନ୍ତର୍ଜାତିକ ବିମାନ ବନ୍ଦର ପାଇଁ ଯୋଜନା କଡ଼ାଯାଇଥିଲା , ହେଲେ ତାହା ପରେ ବର୍ଜନ କରାଗଲା । .[5] ତେବେ ବିଭାଗୀୟ ମାତୃଙ୍କ ଅନୁସାରେ ନୂତନ ଟର୍ମିନାଲ ଭାବନା ନିର୍ମାଣ ହେଲା ପରେ ନିୟମିତ ଚଳାଚଳ ହେବ । [6] ତେବେ ବାଣିଜ୍ୟିକ ହିସାବରେ ଏହା ସଫଳ ହେବା ନେଇ ସନ୍ଦେହ ବ୍ୟକ୍ତ କରାଯାଏ । [6]
ବିମାନ ସେବା | ଗନ୍ତବ୍ୟ |
---|---|
Druk Air | Jakar, Paro[7] |
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.