ଗାନ୍ଧୀ ତିରୋଧାନ
ମହାତ୍ମା ଗାନ୍ଧୀଙ୍କୁ ୧୯୪୮ ମସିହା ଜାନୁଆରୀ ୩୦ ତାରିଖରେ ବିରଳା ଭବନ ଠାରେ (ବର୍ତ୍ତମାନର ନୂଆଦିଲ୍ଲୀର ଗାନ୍ଧୀ / From Wikipedia, the free encyclopedia
ମହାତ୍ମା ଗାନ୍ଧୀଙ୍କୁ ୧୯୪୮ ମସିହା ଜାନୁଆରୀ ୩୦ ତାରିଖରେ ବିରଳା ଭବନଠାରେ (ବର୍ତ୍ତମାନର ନୂଆଦିଲ୍ଲୀର ଗାନ୍ଧୀ ସ୍ମୃତି) ଗୁପ୍ତ ଭାବରେ ହତ୍ୟା କରାଯାଇଥିଲା । ସେଠାରେ ଗାନ୍ଧୀ ତାଙ୍କ ପରିବାର ଓ ଅନୁଗାମୀମାନଙ୍କ ସହ ପ୍ରାର୍ଥନା ସଭାରେ ଥିବାବେଳେ ହିନ୍ଦୁ ମହାସଭାର ରାଷ୍ଟ୍ରବାଦୀ ନାଥୁରାମ ବିନାୟକ ଗଡସେ ତାଙ୍କ ଛାତିକୁ ଅତି ନିକଟରୁ ୩ଥର ଗୁଳି ଚଳାଇଥିଲେ । ପରେ ତାଙ୍କୁ ସଙ୍ଗେ ସଙ୍ଗେ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ରହଣିସ୍ଥଳ ବିରଳା ଭବନକୁ ନିଆଯାଇଥିଲା । ପୁର୍ବରୁ "ନାଥୁରାମ ଗଡସେ" ୫ ଥର ହତ୍ୟା ପାଇଁ ପ୍ରୟାସ କରିଥିଲେ ମଧ୍ୟ ଅସଫଳ ହୋଇଥିଲେ । ପ୍ରଥମେ ୧୯୩୪ରେ ହତ୍ୟା ପାଇଁ ପ୍ରୟାସ କରିଥିଲେ ।
Quick Facts ଗାନ୍ଧୀ ତିରୋଧାନ, ସ୍ଥାନ ...
ଗାନ୍ଧୀ ତିରୋଧାନ | |
---|---|
ସ୍ଥାନ | ନୂଆଦିଲ୍ଲୀ |
ତାରିଖ | ୩୦ ଜାନୁଆରୀ ୧୯୪୮ ଭାରତୀୟ ମାନକ ସମୟ (ସନ୍ଧ୍ୟା ୫:୧୭) |
ଲକ୍ଷ୍ୟ | ମୋହନଦାସ କରମଚାନ୍ଦ ଗାନ୍ଧୀ |
ଅସ୍ତ୍ରଶସ୍ତ୍ରs | Beretta M 1934 Semi-automatic pistol |
ମୃତ୍ୟୁ | ୧ (ଗାନ୍ଧୀ) |
Perpetrators | ନାଥୁରାମ ବିନାୟକ ଗଡସେ |
Close
ମୂଳ ପ୍ରସଙ୍ଗ: ଗାନ୍ଧୀ ତିରୋଧାନ