ଗାଜର
ପନିପରିବା / From Wikipedia, the free encyclopedia
ଗାଜର ଏକ ପରିବା ଅଟେ, ଏହା ଲାଲ, କଳା, ନାରଙ୍ଗୀ, ଧଳା ଏବଂ ହଳଦିଆ ପରି ବିଭିନ୍ନ ରଙ୍ଗରେ ମିଳିଥାଏ ।[1] ଏହା ଏକ ବଣୁଆ ଗାଜର ଘରୋଇକରଣ ଉତ୍ପାଦ । ଏହା ବୋଧେ ପ୍ରାରମ୍ଭରେ ପର୍ସିଆରେ ଏହାର ମଞ୍ଜି ଏବଂ ପତ୍ର ପାଇଁ ଚାଷ କରାଯାଉଥିଲା ।
Quick Facts Carrot, ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ ...
Carrot | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ଉଦ୍ଭିଦ ସାମ୍ରାଜ୍ୟ |
ଗୋଷ୍ଠୀ: | ଟ୍ରାକିଓଫାଇଟା |
ଗୋଷ୍ଠୀ: | ସ୍ପର୍ମାଟୋଫାଇଟା |
ଗୋଷ୍ଠୀ: | ଆବୃତବୀଜୀ |
ଗୋଷ୍ଠୀ: | ୟୁଡିକୋଟ |
Clade: | Asterids |
Order: | Apiales |
Family: | Apiaceae |
Genus: | Daucus |
ଜାତି: | D. carota |
ଉପଜାତି: | D. c. subsp. sativus |
ଟ୍ରାଇନୋମିଆଲ ନାମ | |
Daucus carota subsp. sativus (Hoffm.) (Schübl.) & (G. Martens) |
Close
ସଂଯୁକ୍ତ ରାଷ୍ଟ୍ରର ଖାଦ୍ୟ ଏବଂ କୃଷି ସଂଗଠନ (ଏଫଏଓ)ର ରିପୋର୍ଟ ଅନୁସାରେ କ୍ୟାଲେଣ୍ଡର ବର୍ଷ ୨୦୧୩ ମସିହା ପାଇଁ ଗାଜର ଏବଂ ଉଦ୍ଭିଦ ମୂଳ (ଏହି ଗଛ ଗୁଡିକୁ ଏଫଏଓଦ୍ୱାରା ସଂଯୁକ୍ତ କରାଗଲା)ର ବିଶ୍ୱ ଉତ୍ପାଦନ ୩୭.୨ ମିଲିୟନ ଟନ ଥିଲା; ପାଖାପାଖି ଅଧା (~ ୪୫%) ଚୀନରେ ବିକଶିତ କରାଯାଇଥିଲା । ଗାଜର ବ୍ୟାପକ ରୂପରେ ବହୁ ବ୍ୟଞ୍ଜନରେ ବ୍ୟବହାର କରାଯାଏ । ବିଶେଷ ରୂପେ ସାଲଡ଼ର ପ୍ରସ୍ତୁତିରେ ଏବଂ ବହୁ ପାରମ୍ପରିକ ବ୍ୟଞ୍ଜନରେ ଗାଜର ଯୁକ୍ତ ସାଲଡ଼ ଏକ ପରମ୍ପରା ଅଟେ ।