ଗଡ଼କାଳିକା ମନ୍ଦିର
From Wikipedia, the free encyclopedia
ମଧ୍ୟ ପ୍ରଦେଶରେ ଶିପ୍ରାନଦୀ ବା କ୍ଷିପ୍ରା ନଦୀ କୂଳରେ ଅବସ୍ଥିତ ପ୍ରାଚୀନ ନଗରୀ ଅବନ୍ତିକା ବା ଏବର ଉଜ୍ଜୟିନୀର ପ୍ରାଚୀନତମ ଧର୍ମପୀଠଗୁଡ଼ିକ ମଧ୍ୟରେ ଗଡ଼କାଳିକା ମନ୍ଦିର ଅନ୍ୟତମ । ପ୍ରତି ବର୍ଷ ଉବୈର୍ଜନରେ 'କାଳିଦାସ ମହୋତ୍ସବ' ଅନୁଷ୍ଠିତ ହେବା ପୂର୍ବରୁ ଗଡ଼କାଳିକା ମନ୍ଦିରରେ ମାତାଙ୍କ ବିଶେଷ ପୂଜାପାଠ କରାଯାଏ ।[1]
Quick Facts ଗଡ଼କାଳିକା ମନ୍ଦିର, Religion ...
ଗଡ଼କାଳିକା ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
Location | |
ସ୍ଥାନ | ଉଜ୍ଜୟିନୀ |
State | ମଧ୍ୟ ପ୍ରଦେଶ |
Country | ଭାରତ |
Close