ଖାଣ୍ଡୱା ଜିଲ୍ଲା
ଭାରତୀୟ ରାଜ୍ୟ ମଧ୍ୟପ୍ରଦେଶ ର ଏକ ଜିଲ୍ଲା From Wikipedia, the free encyclopedia
ଭାରତୀୟ ରାଜ୍ୟ ମଧ୍ୟପ୍ରଦେଶ ର ଏକ ଜିଲ୍ଲା From Wikipedia, the free encyclopedia
ଖାଣ୍ଡୱା ଜିଲ୍ଲା (ପୂର୍ବେ ପୂର୍ବେ ନିମାର ଜିଲ୍ଲା ନାମରେ ଜଣା), କେନ୍ଦ୍ରୀୟ ଭାରତର ମଧ୍ୟ ପ୍ରଦେଶର ମୋଟ ୫୦ଟି ଜିଲ୍ଲା ମଧ୍ୟରୁ ଗୋଟିଏ । ଖାଣ୍ଡୱା ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟାଳୟ । ଏହି ଜିଲ୍ଲାର ଅନ୍ୟାନ୍ୟ ସହରମାନ ହେଲେ ମୁଣ୍ଡି, ହରସଦ, ପଧାନ ଏବଂ ଓଁକାରେଶ୍ୱର ।
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ରାଜ୍ୟ | Madhya Pradesh, ଭାରତ |
---|---|
ପ୍ରଶାସନିକ ବିଭାଗ | ଇନ୍ଦୋର |
ସଦର କାର୍ଯ୍ୟାଳୟ | ଖାଣ୍ଡୱା |
କ୍ଷେତ୍ରଫଳ | [convert: invalid number] |
ଜନସଂଖ୍ୟା | ୧,୩୦୯,୪୪୩ (୨୦୧୧) |
ଘନତା | [convert: invalid number] |
ସାକ୍ଷରତା ହାର | ୬୭,୫୩ % |
ପୁରୁଷ-ନାରୀ ଅନୁପାତ | ୯୪୪ |
ଲୋକ ସଭା ନିର୍ବାଚନ ମଣ୍ଡଳୀ | ଖାଣ୍ଡୱା |
ୱେବସାଇଟ |
୨୦୦୬ରେ ପଞ୍ଚାୟତି ରାଜ ମନ୍ତ୍ରଣାଳୟ ଖାଣ୍ଡୱାକୁ ଦେଶର ୬୪୦ଟି ଜିଲ୍ଲା ମଧ୍ୟରୁ ୨୫୦ ଦରିଦ୍ରତମ ଜିଲ୍ଲା ମଧ୍ୟରେ ତାଲିକାଭୁକ୍ତ କରିଛନ୍ତି ।[୧] ଏହା ଅଧୁନା ମଧ୍ୟ ପ୍ରଦେଶର ୨୪ଟି ଜିଲ୍ଲା ମଧ୍ୟରୁ ଅନ୍ୟତମ ଯାହା ବ୍ୟାକୱାର୍ଡ଼ ରିଜିଅନ୍ସ ଗ୍ରାଣ୍ଟ ଫଣ୍ଡ ପ୍ରୋଗ୍ରାମରୁ ଅନୁଦାନପ୍ରାପ୍ତ ।[୧]
୨୦୧୧ର ଜନଗଣନା ଅନୁସାରେ ଖାଣ୍ଡୱାର ଜନସଂଖ୍ୟା ୧,୩୦୯,୪୪୩ ।[୨]
ଏଠାରେ ଏକ ପ୍ରକାର ଭିଲ ଭାଷା, ନିମାଡ଼ି ଭାଷା କଥିତ ଯାହା ହାରାଃଆଋଈ ୬୪,୦୦୦ ଲୋକଙ୍କଦ୍ୱାରା କଥିତ । ଏହି ଭାଷା ଦେବନାଗରୀ ଲିପିରେ ଲେଖା ଯାଇଥାଏ ।[୩]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.