From Wikipedia, the free encyclopedia
ଖରସ୍ରୋତା (ଖରସୁଆଁ) ନଦୀ ଓଡ଼ିଶାର ଯାଜପୁର ଜିଲ୍ଲାରେ ପ୍ରବାହିତ ହୁଏ । ଏହା ଓଡ଼ିଶାର ଦ୍ୱିତୀୟ ବୃହତମ ନଦୀ ବ୍ରାହ୍ମଣୀ ନଦୀର ଏକ ଶାଖା ନଦୀ । ଖରସ୍ରୋତା ନଦୀ ଯାଜପୁର ଜିଲ୍ଲାର ବରୁଆଁ ଅଂଚଳ ପାଖ ପାଖି ବ୍ରାହ୍ମଣୀ ନଦୀଠାରୁ ଉତ୍ପତି ହେଇଛି । ଖରସ୍ରୋତା ନଦୀ ଜଳ ଉପରେ ଯାଜପୁର ଜିଲାର ଚାଷ ଜଳସେଚନ ମଧ୍ୟ ନିର୍ଭର କରେ । ଖରସ୍ରୋତା ନଦୀର ଖରା ଜଳ ସ୍ରୋତ ପ୍ରବାହ ପାଇଁ ଏହାକୁ ଆଞ୍ଚଳିକ ଲୋକ ଖରସୁଆଁ ନଦୀ ଭାବରେ ମଧ୍ୟ ଜାଣନ୍ତି ।[1]
ଖରସ୍ରୋତା ନଦୀ | |
---|---|
Country | ଭାରତ |
State | ଓଡ଼ିଶା |
Basin | |
River mouth | 20.663°N 86.748°E |
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.