ଏହା ଏକ ଔଷଧ ଯାହା ଉଦ୍ବେଗ ଏବଂ ଅପସ୍ମାରର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । From Wikipedia, the free encyclopedia
କ୍ଲୋବାଜାମ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଫ୍ରିସିୟମ, ହେଉଛି ଏକ ଔଷଧ ଯାହା ଉଦ୍ବେଗ ଏବଂ ଅପସ୍ମାରର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏଥିରେ ଅନ୍ୟାନ୍ୟ ରୋଗ ଯଥା ଲେନୋକ୍ସ-ଗେଷ୍ଟାଉଟ୍ ଏବଂ ଡ୍ରାଭେଟ୍ ସିଣ୍ଡ୍ରୋମ୍ ମଧ୍ୟ ଅନ୍ତର୍ଭୁକ୍ତ ।[୩] ଉଦ୍ବେଗପାଇଁ ଏହା କେବଳ ସ୍ୱଳ୍ପ ମିଆଦି ବ୍ୟବହାର ଚିତ ।[୨] ଏହା ପାଟିରେ ଦିଆଯାଏ ।[୨]
Clinical data | |
---|---|
Pronunciation | kloe' ba zam[୧] |
Trade names | Frisium, Urbanol, Onfi, others[୧] |
AHFS/Drugs.com | monograph |
MedlinePlus | a612008 |
data | |
Pregnancy category |
|
Routes of administration | By mouth |
Legal status | |
Legal status |
|
Pharmacokinetic data | |
Bioavailability | 87% (by mouth) |
Protein binding | 80–90% |
Metabolism | Liver |
Metabolites |
|
Onset of action | 0.5–4 hours |
Elimination half-life |
|
Excretion |
|
Identifiers | |
IUPAC name
| |
ECHA InfoCard | 100.040.810 |
Chemical and physical data | |
Formula | C16H13ClN2O2 |
Molar mass | ୩୦୦.୭୪ g·mol−1 |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପ୍ରଶାନ୍ତି, ଲାଳ ବୋହିବା, ବାନ୍ତି, କୋଷ୍ଠକାଠିନ୍ୟ, ନିମୋନିଆ, ଖରାପ ସମନ୍ୱୟ ଏବଂ ରୁଚି ପରିବର୍ତ୍ତନ ହୋଇପାରେ ।[୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅପବ୍ୟବହାର, ଆତ୍ମହତ୍ୟା, ଷ୍ଟିଭେନ୍ସ-ଜନସନ ସିଣ୍ଡ୍ରୋମ ଏବଂ ଅନୁର୍ବରତା, ଅନ୍ତର୍ଭୁକ୍ତ ହୋଇପାରେ ।[୩] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ ।[୩] ଏହା ଏକ ବେଞ୍ଜୋଡାଏଜେପିନ ଯାହା ଗାମା-ଆମିନୋବୁଟାଇରିକ୍ ଏସିଡ୍ (GABA) ବୃଦ୍ଧି କରି କାର୍ଯ୍ୟକ୍ଷମ ହୁଏ ବୋଲି ବିଶ୍ୱାସ କରାଯାଏ ।[୧]
୧୯୬୮ ମସିହାରେ କ୍ଲୋବାଜାମ ପେଟେଣ୍ଟ ହୋଇଥିଲା ଏବଂ ୧୯୭୫ରେ ଡାକ୍ତରୀ ବ୍ୟବହାରରେ ଆସିଥିଲା ।[୪] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୨] ଯୁକ୍ତରାଜ୍ୟରେ ୧୦ମିଗ୍ରା ବିଶିଷ୍ଟ ୩୦ଟି ବଟିକାର ୨୦୨୧ ସୁଦ୍ଧା ମୂଲ୍ୟ ୪ ପାଉଣ୍ଡ ଥିଲା ।[୨] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୨୦ ଡଲାର ଅଟେ ।[୫] ଯୁକ୍ତରାଷ୍ଟ୍ରରେ ଏହା ଏକ କାର୍ଯ୍ୟସୂଚୀ ଚତୁର୍ଥ ନିୟନ୍ତ୍ରିତ ପଦାର୍ଥ ।[୩]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.