କ୍ଲୋଜାପିନ
From Wikipedia, the free encyclopedia
କ୍ଲୋଜାପିନ, ବିକ୍ରୟ ନାମ କ୍ଲୋଜାରିଲ, ରିସପେରିଡିନ ଏକ ଅସାମାନ୍ୟ ମନୋବିକ୍ଷିପ୍ତରୋଧୀ ଔଷଧ ।[1] ଏହା ମୂଖ୍ୟତଃ କୌଣସି ଔଷଧରେ ଭଲ ନ ହେଉଥିବା ସିଜୋଫ୍ରେନିଆ ରୋଗରେ ଦିଆଯାଏ । ସିଜୋଫ୍ରେନିଆ ଓ ସିଜୋଆଫେକ୍ଟିଭ ଡିଜଅର୍ଡ଼ର ରୋଗମାନଙ୍କରେ ଏହା ଆତ୍ମହତ୍ୟା ପ୍ରବଣତା କମ କରେ । [1] ଏହା ସାଧାରଣ ସାଧାରଣ ମନୋବିକ୍ଷିପ୍ତରୋଧୀ ଔଷଧ ଅପେକ୍ଷା ଅଧିକ କାର୍ଯ୍ୟକ୍ଷମ । [3] ଏହା ପାଟିରେ ଦିଆଯାଏ । [1]
Clinical data | |
---|---|
Trade names | Clozaril, FazaClo, Versacloz |
AHFS/Drugs.com | monograph |
MedlinePlus | a691001 |
Pregnancy category |
|
Routes of administration | Oral |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | 60 to 70% |
Metabolism | Liver, by several CYP isozymes |
Elimination half-life | 6 to 26 hours (mean value 14.2 hours in steady state conditions) |
Excretion | 80% in metabolized state: 30% biliary and 50% kidney |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL |
|
ECHA InfoCard | 100.024.831 |
Chemical and physical data | |
Formula | C18H19ClN4 |
Molar mass | 326.823 g/mol |
3D model (JSmol) | |
Melting point | 183 °C (361 °F) |
Solubility in water | 0.1889[2] mg/mL (20 °C) |
SMILES
| |
InChI
| |
(verify) |
କ୍ଲୋଜାପିନ ଗ୍ରହଣ କଲେ ଅଧିକ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା ହୋଇଯିବା ସଙ୍କଟ ରହେ, ଫଳରେ ମୃତ୍ୟୁ ସମ୍ଭାବନା ରହେ । ଏହି ସଙ୍କଟରୁ ବର୍ତ୍ତିବା ନିମନ୍ତେ ରକ୍ତ ପରୀକ୍ଷାର ନିୟମିତ ପର୍ଯ୍ୟବେକ୍ଷଣ ଆବଶ୍ୟକ । [1] ଅପସ୍ମାର ଆକ୍ରମଣ, ହୃତପେଶୀ ପ୍ରଦାହ, ଅତି ରକ୍ତ ଶର୍କରା ଇତ୍ୟାଦି ମାରାତ୍ମକ ସଙ୍କଟ ଓ ଡିମେନସିଆ ଯୋଗୁ ସାଇକୋସିସ ହୋଇ ମୃତ୍ୟୁ ସଙ୍କଟ ହୁଏ । [1][4] ଏହା ବ୍ୟତୀତ ନିଦ୍ରାଳୁ ଭାବ, ଶୁଷ୍କ ପାଟି, ନିମ୍ନ ରକ୍ତଚାପ, ଦୃଷ୍ଟି ସମସ୍ୟା ଓ ଶିରଭ୍ରମ (dizziness) ଇତ୍ୟାଦି ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ ।[1] ପ୍ରାୟ ୫% ରୋଗୀଙ୍କର ସ୍ଥାୟୀ ଟାର୍ଡ଼ିଭ ଡିସକାଇନେସିଆ ସଙ୍କଟ ରହେ । [4] ଏହାର କାର୍ଯ୍ୟ ପ୍ରକ୍ରିୟା ସ୍ପଷ୍ଟ ନୁହେଁ ।[1]
ସନ ୧୯୬୦ରେ କ୍ଲୋଜାପିନ ଆବିଷ୍କୃତ ହୋଇ ସନ ୧୯୭୧ରେ ବ୍ୟବହୃତ ହେଲା । ଏହା ପ୍ରଥମ ମନୋବିକ୍ଷିପ୍ତରୋଧି ଔଷଧ ଥିଲା ।[5] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[6] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[1] ଏହାର ହୋଲସେଲ ମୂଲ୍ୟ ସନ ୨୦୧୪ରେ ଦୈନିକ ୦.୦୫ରୁ ୨.୧୦ ଆମେରିକୀୟ ଡଲାର ଥିଲା ।[7]