କୁହଲୁର ରାଜ୍ୟ
From Wikipedia, the free encyclopedia
"Bilaspur State" redirects here. For the post-independence administrative division, see Bilaspur State (1950 - 1954).
ବିଲାସପୁର ରାଜ୍ୟ ବା କୁହଲୁର ରାଜ୍ୟ ଏକ ବ୍ରିଟିଶ ସମୟର ରାଜକୀୟ କରଡା ରାଜ୍ୟ ଥିଲା । ଏହାର ଅବସ୍ଥିତି ପଞ୍ଜାବ ପ୍ରୋଭିନ୍ସ ଅଞ୍ଚଳରେ ଥାଇ ଏହାକୁ ହିନ୍ଦୁ ରାଜପୁତ ରାଜାମାନେ ଶାସନ କରୁଥିଲେ ।
Quick Facts ବିଳାସପୁର ରାଜ୍ୟ କହଲୁର ରାଜ୍ୟ बिलासपुर रियासत, Status ...
ବିଳାସପୁର ରାଜ୍ୟ କହଲୁର ରାଜ୍ୟ बिलासपुर रियासत | |||||||
---|---|---|---|---|---|---|---|
697–1948 | |||||||
| |||||||
Princely States of the Shimla Hills, Bilaspur in the south straddling the Sutlej (1911) | |||||||
Status | Princely state of the British Raj | ||||||
ରାଜଧାନୀ | Bilaspur | ||||||
Government | Monarchy | ||||||
History | |||||||
• Established | 697 | ||||||
• Disestablished | 1948 | ||||||
କ୍ଷେତ୍ରଫଳ | |||||||
1931 | 1,173 km2 (453 sq mi) | ||||||
ଲୋକସଂଖ୍ୟା | |||||||
• 1931 | 100994 | ||||||
| |||||||
Today part of | Himachal Pradesh, India | ||||||
This article incorporates text from a publication now in the public domain: Chisholm, Hugh, ed. (1911). "article name needed" . Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}} : Invalid |ref=harv (help) |
Close
ପ୍ରଥମେ ରାଜ୍ୟର ନାମ କୁହଲୁର ଥିବା ବେଳେ ପରେ ତାହା ବିଳାସପୁର ନାମରେ ପରିଚିତ ହେଲା । [1] ଏହାର ଆୟତନ 1173 ବର୍ଗକିଲୋଇତର ଥିବା ସହ 1931 ଜନଗଣନା ଅନୁସାରେ ଏହାର ଲୋକ ସଂଖ୍ୟା 1000,994 ଥିଲା । ବିଲାସପୁରର ଶେଷ ରାଜା 1948 ମସିହାରେ ରାଜ୍ୟକୁ ଭାରତୀୟ ର4ଆଜ୍ୟ ସଂଘକୁ ସମର୍ପଣ କରିଥିଲେ । [2]
ପ୍ରଥମେ ଏହା ସ୍ୱାଧୀନ ଭାରତର ବିଳାସପୁର ପ୍ରୋଭିନ୍ସ ଅଧୀନରେ ରହିବା ପରେ ତାହାକୁ ହିମାଚଳ ପ୍ରଦେଶ ସହ ମିଶେଇ ଦିଆ ଯାଇ ଥିଲା । [3]