କୁଣ୍ଡଳ ପୁର
From Wikipedia, the free encyclopedia
କୁଣ୍ଡଳ ପୁର ଭାରତର ମଧ୍ୟପ୍ରଦେଶରେସ୍ଥିତ ଏକ ସହର ଅଟେ ଯାହା ଦମୋହରୁ ୩୫ କିଲୋମିଟର ଦୂରରେସ୍ଥିତ । ଏହା ଏକ ପ୍ରମୁଖ "ଜୈନ ତୀର୍ଥ" ସ୍ଥଳ ଅଟେ । ଏଠାରେ ତୀର୍ଥକର ଋଷଭଦେବଙ୍କ ଏକ ବିଶାଳ ପ୍ରତିମା ବିରାଜମାନ ହୋଇଛି ।