କାଲସିପୋଟ୍ରିଓଲ, ଯାହାକି କାଲସିପୋଟ୍ରିଏନ ଭାବରେ ମଧ୍ୟ ଜଣାଶୁଣା, ସୋରିଆସିସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଏକ ଔଷଧ । [1] ଏହା ଚର୍ମରେ ପ୍ରୟୋଗ କରାଯାଏ । [1] ଏହା ବିଟାମେଥାଜୋନ ସହିତ ମିଳିତ ଭାବରେ ମଧ୍ୟ ଉପଲବ୍ଧ ହୁଏ । [1]

Quick Facts Clinical data, Trade names ...
କାଲସିପୋଟ୍ରିଓଲ
Thumb
Thumb
Clinical data
Trade namesDaivonex, Dovonex, Sorilux, others
AHFS/Drugs.commonograph
MedlinePlusa608018
Pregnancy
category
  • AU: B3
  • US: C (Risk not ruled out)
    Routes of
    administration
    Topical
    Legal status
    Legal status
    • AU: S4 (Prescription only)
    • CA: ℞-only
    • UK: POM (Prescription only)
    • US: ℞-only
    Pharmacokinetic data
    Bioavailability5 to 6%
    MetabolismLiver
    ExcretionBiliary
    Identifiers
    IUPAC name
    • (1R,3S,5E)-5-{2-[(1R,3aS,4Z,7aR)-1-[(2R,3E)-5-cyclopropyl-5-hydroxypent-3-en-2-yl]-7a-methyl-octahydro-1H-inden-4-ylidene]ethylidene}-4-methylidenecyclohexane-1,3-diol
    ECHA InfoCard100.119.473 Edit this at Wikidata
    Chemical and physical data
    FormulaC27H40O3
    Molar mass୪୧୨.୬୧ g·mol−1
    3D model (JSmol)
    SMILES
    • O[C@@H]1CC(\C(=C)[C@@H](O)C1)=C\C=C2/CCC[C@]4([C@H]2CC[C@@H]4[C@@H](/C=C/[C@@H](O)C3CC3)C)C
    InChI
    • InChI=1S/C27H40O3/c1-17(6-13-25(29)20-8-9-20)23-11-12-24-19(5-4-14-27(23,24)3)7-10-21-15-22(28)16-26(30)18(21)2/h6-7,10,13,17,20,22-26,28-30H,2,4-5,8-9,11-12,14-16H2,1,3H3/b13-6+,19-7+,21-10-/t17-,22-,23-,24+,25-,26+,27-/m1/s1 checkY
    • Key:LWQQLNNNIPYSNX-UROSTWAQSA-N checkY
      (verify)
    Close

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଚର୍ମର ଉତ୍ତେଜନା, କୁଣ୍ଡେଇ ହେବା ଏବଂ ସୋରିଆସିସ ରୋଗ ଖରାପ ଦିଗକୁ ଯିବା ସମ୍ଭାବନା ଥାଏ । [1] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅଲ୍ଟ୍ରାଭାୟୋଲେଟ ବିକିରଣ ଏବଂ ଉଚ୍ଚ କ୍ୟାଲସିୟମ ପ୍ରତି ସମ୍ବେଦନଶୀଳତା ହୋଇପାରେ । [1] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [1] ଏହା ଭିଟାମିନ୍ ଡିର ଅନ୍ୟ ଏକ ରୂପ କାଲସିଟ୍ରିଓଲର ଏକ ଉତ୍ପାଦନ । [2]

    କାଲସିପୋଟ୍ରିଓଲ ୧୯୮୫ରେ ପ୍ୟାଟେଣ୍ଟ୍ ହୋଇଥିଲା ଏବଂ 1୧୯୯୧ରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା । [3] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [4] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୬୦ ଗ୍ରାମ ଔଷଧର ମୂଲ୍ୟ ପ୍ରାୟ ୭୦ ଡଲାର ଅଟେ ।[4]

    ଆଧାର

    Wikiwand in your browser!

    Seamless Wikipedia browsing. On steroids.

    Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

    Wikiwand extension is a five stars, simple, with minimum permission required to keep your browsing private, safe and transparent.