କାଲସିଟ୍ରିଓଲ ହେଉଛି ଭିଟାମିନ ଡି ବା 'ଜୀବସାର ଘ'ର ଏକ ସକ୍ରିୟ ରୂପ ଯାହା ସାଧାରଣତଃ ବୃକ୍କରେ ତିଆରି ହୁଏ | From Wikipedia, the free encyclopedia
କାଲସିଟ୍ରିଓଲ ହେଉଛି ଭିଟାମିନ ଡି ବା 'ଜୀବସାର ଘ'ର ଏକ ସକ୍ରିୟ ରୂପ ଯାହା ସାଧାରଣତଃ ବୃକ୍କରେ ତିଆରି ହୁଏ | [8] କମ୍ ରକ୍ତ କ୍ୟାଲସିୟମ୍ ହେଉଥିବା ବୃକ୍କ ରୋଗ, ହାଇପରପାରାଥାରଏଡିଜ୍ମ; ହାଇପୋପାରାଥାଇରଏଡିଜମ, ଓଷ୍ଟିଓପୋରୋସିସ୍, ଓଷ୍ଟିଓମାଲାସିଆ ଓ ଫାମିଲିଆଲ ହାଇପୋଫସଫାଟେମିଆ ରୋଗର ଚିକିତ୍ସା ପାଇଁ ଏହି ଉତ୍ପାଦିତ ଆକାରର ଔଷଧ ବ୍ୟବହୃତ ହୁଏ | [9] [10] ଏହା ପାଟିରେ କିମ୍ବା ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ ଦିଆଯାଏ | [7]
Clinical data | |
---|---|
Pronunciation | US: /ˌkælsɪˈtraɪɒl/;[1][2][3][4][5] UK: /kælˈsɪtriɒl/ |
Trade names | Rocaltrol, Calcijex, Decostriol, others |
Synonyms | 1,25-dihydroxycholecalciferol, 1alpha,25-dihydroxyvitamin D3, 1,25-dihydroxyvitamin D3, 1α,25-(OH)2D3, 1,25(OH)2D[6] |
AHFS/Drugs.com | monograph |
MedlinePlus | a682335 |
data |
|
Pregnancy category |
|
Routes of administration | By mouth, IV[7] |
Legal status | |
Legal status |
|
Pharmacokinetic data | |
Protein binding | 99.9% |
Metabolism | Kidney |
Elimination half-life | 5–8 hours (adults), 27 hours (children) |
Excretion | Faeces (50%), urine (16%) |
Identifiers | |
IUPAC name
| |
ECHA InfoCard | 100.046.315 |
Chemical and physical data | |
Formula | C27H44O3 |
Molar mass | ୪୧୬.୬୫ g·mol−1 |
3D model (JSmol) | |
SMILES
| |
InChI
| |
(verify) |
ଅତ୍ୟଧିକ ପରିମାଣରେ ଦେଲେ ସାଧାରଣତଃ ଦୁର୍ବଳତା, ମୁଣ୍ଡବିନ୍ଧା, ବାନ୍ତି, କୋଷ୍ଠକାଠିନ୍ୟ, ମୂତ୍ରାଙ୍ଗ ସଂକ୍ରମଣ ଏବଂ ପେଟ ଯନ୍ତ୍ରଣା ହୁଏ | [9] [10] ସାଂଘାତିକ ପ୍ରତିକ୍ରିୟାରେ ଉଚ୍ଚ ରକ୍ତ କ୍ୟାଲସିୟମ୍ ଏବଂ ଆନାଫାଇଲକ୍ସିସ୍ ହୋଇପାରେ | [7] ଔଷଧ ଦେବା ଆରମ୍ଭ ହେବା ପରେ ଏବଂ ଏହାର ମାତ୍ରା ପରିବର୍ତ୍ତନ ହେବା ପରେ ନିୟମିତ ରକ୍ତ ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଏ | [11] କ୍ୟାଲସିଟ୍ରିଓଲ ମୁଖ୍ୟତଃ ଅନ୍ତନଳୀରୁ କ୍ୟାଲସିୟମ ଗ୍ରହଣ ମାତ୍ରା ବୃଦ୍ଧି କରି ରକ୍ତ କ୍ୟାଲସିୟନ (Ca 2+ ) ମାତ୍ରା ବୃଦ୍ଧି କରିଥାଏ | [7]
୧୯୭୮ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ଚିକିତ୍ସା ନିମନ୍ତେ କାଲସିଟ୍ରିଓଲ୍ ଅନୁମୋଦିତ ହୋଇଥିଲା | [9] ଏହା ଏକ ଜେନେରିକ ଔଷଧ ଭାବରେ ଉପଲବ୍ଧ | ଯୁକ୍ତରାଜ୍ୟରେ ଏକ ମାସର ଯୋଗାଣ ୨୦୧୯ ସୁଦ୍ଧା ଏନଏଚଏସ ମୂଲ୍ୟ ୯.୭୦ପାଉଣ୍ଡ ଥିଲା । [10] [11] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୨୭ ଡଲାର ଥିଲା । [12] ଯୁକ୍ତରାଷ୍ଟ୍ରରେ ୨୦୨୭ରେ ମସିହାରେ ଏହା ୨୫୬ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ଏକ ମିଲିୟନରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା | [13] [14]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.