କାମାକ୍ଷା ମନ୍ଦିର
ଭାରତର ଏକ ହିନ୍ଦୁ ମନ୍ଦିର / From Wikipedia, the free encyclopedia
କାମାକ୍ଷା ମନ୍ଦିର, ଆସାମର ରାଜଧାନୀ ଦିଶପୁରରୁ ୧୦ କି.ମି ଦୂର ବ୍ରହ୍ମପୁତ୍ର ନଦୀ କୂଳରେ ଗୁଆହାଟୀ ସହରରେ ଅବସ୍ଥିତ ଏକ ହିନ୍ଦୁ ମନ୍ଦିର, ଏଠାରେ ମାଆ କାମାକ୍ଷା ପୂଜା ପାଉଛନ୍ତି । ୫୧ ଶକ୍ତି ପୀଠ ମଧ୍ୟରେ ଏହା ଅନ୍ୟତମ । ରଜୋବତୀ ହେଉଥିବା ଦେବୀମାନଙ୍କ ମଧ୍ୟରେ ପ୍ରମୁଖ ରୂପେ ପରିଗଣିତା ହୁଅନ୍ତି କାମାକ୍ଷାଦେବୀ । କାମାକ୍ଷା ପୀଠ ହେଉଛି ଯୋନି ପୀଠ ।
Quick Facts କାମାକ୍ଷା ମନ୍ଦିର, Religion ...
କାମାକ୍ଷା ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | ଗୁଆହାଟୀ |
Location | |
ସ୍ଥାନ | ନିଲାଚଲ୍ ପର୍ବତ, ଗୁଆହାଟୀ |
State | ଆସାମ |
Country | ଭାରତ |
Architecture | |
Type | Stone architecture |
Chilarai (rebuilt) |
Close