କଲିକତା ଚକ୍ରାକାର ରେଳପଥ
From Wikipedia, the free encyclopedia
କଲିକତା ଚକ୍ରାକାର ରେଳପଥ ବା Kolkata Circular Railway, ଭାରତୀୟ ରେଳବାଇର ପୂର୍ବ ରେଳବାଇ ଜୋନ ଅଧୀନରେ ଥିବା ଏକ ରେଳପଥ, କାଜ କଲିକତା ସହର ଭିତରେ ଯାଇଛି । ଏହା ବିମାନ ବନ୍ଦର ରେଳ ଷ୍ଟେସନରୁ ବାହାରି ପୁଣି ସେହି ଷ୍ଟେସନରେ ଶେଷ ହୋଇଛି । ଏଥିରେ ସମୁଦାୟ 21ଟି ଷ୍ଟେସନ ଥିବାବେଳେ ଏହାର ଦୈର୍ଘ୍ୟ 35 କିଲୋମିଟର । ଏହି ସମ୍ପୂର୍ଣ୍ଣ ଲାଇନ ପାଇଁ ଟ୍ରେନ ସେଆବା ନଥିଲେ ମଧ୍ୟ ଏହାର ଭାଗ ପାଇଁ ଓ ଏଥିରୁ ଅନନ୍ୟ ରେଳପଥକୁ ଟ୍ରେନ ସେବା ସବୁ ରହିଛି । ବିମାନ ବନ୍ଦର ଷ୍ଟେସନରୁ ବୁରେବଜାର[1] ଦେଇ ମଜେରହାଟ ଓ ବିମାନ ବନ୍ଦରରୁ ବାଲିଗଞ୍ଜ [2]ଦେଇ ମଜେଠାତକୁ ଟ୍ରେନ ସେବା ରହିଛି ।