![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/a/ae/Cinnamomum_camphora20050314.jpg/640px-Cinnamomum_camphora20050314.jpg&w=640&q=50)
କର୍ପୁର
From Wikipedia, the free encyclopedia
କର୍ପୁର ଏକ ଉଦ୍ବାଇ, ଦହନଶୀଳ ବାନସ୍ପତିକ ଦ୍ରବ୍ୟ ଅଟେ ଏହା ଧଳା ରଙ୍ଗର ମହମ ପରିକା ପଦାର୍ଥ ଅଟେ । ଏହାର ଏକ କଡ଼ା ଗନ୍ଧ ଅଛି ।[1] ଚୀନରେ ଛଦ୍ମ ଇଉକାଲିପଟାସ ତେଲ ତିଆରିରେ କର୍ପୁର ଲରିଏଲ ବ୍ୟବହୃତ ହୁଏ ।[2] ଏହାର ରାସାୟନିକ ଗୁଣ ଗଛ ବଢୁଥିବା ସ୍ଥାନ ଅନୁସାରେ ଭିନ୍ନ ଭିନ୍ନ ହୋଇଥାଏ । [3]
Quick Facts କର୍ପୁର (Camphor) Cinnamomum camphora, ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ ...
କର୍ପୁର (Camphor) Cinnamomum camphora | |
---|---|
![]() | |
ଜାପାନରେ ଥିବା ୧୦୦୦ ବର୍ଷ ପୁରୁଣା କର୍ପୁର ବୃକ୍ଷ | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Magnoliids |
ଗଣ: | Laurales |
କୁଳ: | Lauraceae |
ପ୍ରଜାତି: | Cinnamomum |
ଜାତି: | C. camphora |
ବାଇନୋମିଆଲ ନାମ | |
Cinnamomum camphora (L.) J.Presl. | |
Close
କର୍ପୁର ଏକ ଉତ୍ତମ ବାତ ନାଶକ ।ଚର୍ମ ଏବଂ ଫୁସଫୁସଦ୍ୱାରା ଉତ୍ସର୍ଜିତ ହେବା କାରଣରୁ ଏହା ସ୍ୱେଦଜନକ ଏବଂ କଫଘ୍ନ ହୋଇଥାଏ । ନ୍ୟୁନ ଅଧିକ ମାତ୍ରାରେ ଏହାର କ୍ରିୟା ଭିନ୍ନ ଭିନ୍ନ ହୋଇଥାଏ ।ସାଧାରଣ ଔଷଧ ମାତ୍ରାରେ ପ୍ରଥମ ପର୍ଯ୍ୟାୟରେ ସର୍ବାଧିକ ଉତ୍ତେଜନା, ବିଶେଷକରି ହୃଦୟ, ଶ୍ୱସନ ତଥା ମସ୍ତିଷ୍କରେ ହୋଇଥାଏ । ପରେ ପରେ ଅସ୍ୱାଦୁ, ବେଦନାସ୍ଥାପନା ଏବଂ ସଂକୋଚ-ବିକାଶ-ପ୍ରତିବନ୍ଧକ ଗୁଣ ଦେଖିବାକୁ ମିଳେ ।ଏହାର ଅଧିକ ମାତ୍ରା ଦାହଜନକ ଏବଂ ମାଦକ ବିଷ ହୋଇଥାଏ ।