ଓଡ଼ିଶୀ ନୃତ୍ୟଶିଳ୍ପୀ From Wikipedia, the free encyclopedia
କବିତା ଦ୍ୱିବେଦୀ, ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ।[1][2] ସେ ଓଡ଼ିଶୀ ନୃତ୍ୟ ଗୁରୁ ହରେକୃଷ୍ଣ ବେହେରାଙ୍କର ଝିଅ । କବିତା ଛୋଟବେଳୁ ବିଭିନ୍ନ ସ୍ଥାନରେ ଓଡ଼ିଶୀ ନୃତ୍ୟ କରିବା ଆରମ୍ଭ କରିଥିଲେ ଏବଂ ଭାରତ ସରକାରଙ୍କର ସଂସ୍କୃତି ବିଭାଗଦ୍ୱାରା ଜାତୀୟ ବୃତ୍ତି ମଧ୍ୟ ପାଉଥିଲେ ।
କବିତା ଦ୍ୱିବେଦୀ | |
---|---|
ବୃତ୍ତି | ଓଡ଼ିଶୀ ନୃତ୍ୟଶିଳ୍ପୀ |
ପିତାମାତା | ହରେକୃଷ୍ଣ ବେହେରା (ବାପା) |
ପୁରସ୍କାର | ନୃତ୍ୟ ଶିରୋମଣୀ ସମ୍ମାନ, ୨୦୦୭ |
ୱେବସାଇଟ | http://www.kavitadwibedi.org |
ସିଙ୍ଗାର ମଣି ପୁରସ୍କାର ୧୯୯୨ (ମୁମ୍ବାଇ), ସନାତନ ନୃତ୍ୟ ପୁରସ୍କାର ୧୯୯୪, ଗୁରୁ ସିଙ୍ଗାରୀ ଶ୍ୟାମ ସୂନ୍ଦର ପୁରସ୍କାର ୧୯୯୫, ମହିଳା ପ୍ରଗତି ପୁରସ୍କାର ୧୯୯୬, ମହିଳା ଶିରମଣୀ ପୁରସ୍କାର ୧୯୯୭, ଉତ୍କଳ ପ୍ରତିଭା ପୁରସ୍କାର ୧୯୯୮, ଆନ୍ତର୍ଜାତୀୟ ମହିଳା ଦିବସ ପୁରସ୍କାର ୧୯୯୯, ରାଷ୍ଟ୍ରୀୟ ଏକତା ପୁରସ୍କାର ୧୯୯୯, ପଲ୍ଲିଶ୍ରୀ ସମ୍ମାନ ୨000, ମାହାରୀ ପୁରସ୍କାର ୨000 (ଓଡ଼ିଶା), ସ୍ପେସିୟାଲ ମିଲେନିଯମନ ଟ୍ରଫି ୨000, ଇନ୍ଦ୍ରଣୀ ରେହେମାନ ସମ୍ମାନ ୨୦୦୧, ପ୍ରତିଭା ଶ୍ରୀ ସମ୍ମାନ ୨୦୦୩ (ଓଡ଼ିଶା), ରାଜିବ ଗାନ୍ଧୀ ସଦ୍ଭାବନା ସମ୍ମାନ ୨୦୦୪, ନୃତ୍ୟ ଶିରମଣୀ ସମ୍ମାନ ୨୦୦୭, ଭବିଷ୍ୟଜ୍ୟତି ସମ୍ମାନ-୨୦୦୭, ବାରୀ ଗୌରଭ-୨୦୦୮.[3]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.