କଉଡ଼ି
From Wikipedia, the free encyclopedia
କଉଡ଼ି ବା କପର୍ଦ୍ଦକ (ସଂସ୍କୃତ) ହେଉଛି ସାମୁଦ୍ରିକ ଜୀବର ଶକ୍ତ କୋଷ ବିଶେଷ। ଏହା 'ଧନ' ଓ 'ମୂଲ୍ୟ'କୁ ମଧ୍ୟ ସୂଚାଇଥାଏ। ହିନ୍ଦୀରେ କୌଡ଼ୀ कौड़ी , ଉର୍ଦୁରେ کوڑی (kauri), ମରାଠୀରେ (କବଡୀ) कवडी kavadi ଓ ଇଂରାଜୀରେ Cowry ବୋଲି କୁହାଯାଏ।
[1]
Quick Facts କଉଡ଼ି, ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ ...
କଉଡ଼ି | |
---|---|
କଉଡ଼ି, ସମୁଦ୍ର ତଳର ପଥୁରିଆ ଜାଗାରେ ସାଧାରଣତଃ ଦେଖାଯାଏ | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Animalia |
ସଙ୍ଘ: | Mollusca |
ବର୍ଗ: | Gastropoda |
ଉପବର୍ଗ: | Orthogastropoda |
ଗଣ: | Sorbeoconcha |
ଅଧିକୁଳ: | Cypraeoidea |
କୁଳ: | Cypraeidae |
ପ୍ରଜାତି: | Cypraea |
Close