![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/0/04/Escitalopram.svg/langor-640px-Escitalopram.svg.png&w=640&q=50)
ଏସିଟାଲୋପ୍ରାମ
ସିଲେକ୍ଟିଭ ସେରୋଟୋନିନ ରିଅପଟେକ ଇନହିବିଟର ଶ୍ରେଣୀର ଏକ ଔଷଧ / From Wikipedia, the free encyclopedia
ଏସିଟାଲୋପ୍ରାମ (ଇଂରାଜୀ ଭାଷାରେ Escitalopram ବିକ୍ରୟ ନାମ ସିପ୍ରାଲେକ୍ସ/ Cipralex ଓ ଲେକ୍ସାପ୍ରୋ/ Lexapro ଇତ୍ୟାଦି) ଏକ ଅବସାଧରୋଗୀ (antidepressant) ଔଷଧ ଯାହା ସିଲେକ୍ଟିଭ ସେରୋଟୋନିନ ରିଅପଟେକ ଇନହିବିଟର ଶ୍ରେଣୀର (selective serotonin reuptake inhibitor (SSRI) ଶ୍ରେଣୀର ଏକ ଔଷଧ ।[2] ଏହା ମୂଖ୍ୟତଃ ପ୍ରମୁଖ ଅବସାଦ ବେମାରୀ ବା ଉତ୍କଣ୍ଠା ବେମାରୀ (generalized anxiety disorder) ନିମନ୍ତେ ବ୍ୟବହାର କରାଯାଏ ।[2] ଏହି ଔଷଧ ପାଟିରେ ଦିଆଯାଏ । [2]
![]() | |
![]() | |
Clinical data | |
---|---|
Pronunciation | ![]() |
Trade names | Cipralex, Lexapro, others[1] |
AHFS/Drugs.com | monograph |
MedlinePlus | a603005 |
data |
|
Pregnancy category |
|
Routes of administration | By mouth |
Drug class | Selective serotonin reuptake inhibitor |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | 80% |
Protein binding | ~56% |
Metabolism | Liver, specifically the enzymes CYP3A4 and CYP2C19 |
Elimination half-life | 27–32 hours |
Identifiers | |
IUPAC name
| |
CAS Number | |
PubChem CID | |
DrugBank |
|
ChemSpider |
|
UNII | |
ChEBI | |
ChEMBL | |
ECHA InfoCard | 100.244.188 ![]() |
Chemical and physical data | |
Formula | C20H21FN2O |
Molar mass | 324.392 g/mol (414.43 as oxalate) |
3D model (JSmol) | |
SMILES
| |
InChI
| |
![]() ![]() |
ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରା ସମସ୍ୟା, ଅଇ, ଯୌନ ସମସ୍ୟା (sexual problems) ଓ ଥକ୍କା ଅନୁଭବ ହୁଏ ।[2] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ବୟସ ୨୫ ବର୍ଷ ବୟସର ଲୋକ ଆତ୍ମହତ୍ୟା ପ୍ରବଣ ହୁଅନ୍ତି ।[2] ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହି ଔଷଧର ନିରାପତ୍ତା ବିଷୟ ସ୍ପଷ୍ଟ ହୋଇନାହିଁ । [3] ପୂର୍ବରୁ ଥିବା ସିଟାଲୋପ୍ରାମର ଏହା ସ୍ତିରିଓଆଇସୋମର, ତେଣୁ ଇଂରାଜୀରେ ସିଟାଲୋପ୍ରାମ (citalopram) ସହିତ 'ଇଏସ' ଯୋଗକରାଯିବାଦ୍ୱାରା ଏସିଟାଲୋପ୍ରାମ (Escitalopram) ହୋଇଛି ।[2]
ସନ ୨୦୦୨ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବହାର ନିମନ୍ତେ ଏସିଟାଲୋପ୍ରାମ ସ୍ୱୀକୃତ ହୋଇଥିଲା ।[2] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ସନ ୨୦୧୭ର ହିସାବ ଅନୁସାରେ ୨.୦୪ ଡଲାର ।[4] ସଂଯୁକ୍ତ ରାଷ୍ଟ୍ରରେ ସନ ୨୦୧୮ରେ ବ୍ରାଣ୍ଡ ନଥିବା ଏସିଟାଲୋପ୍ରାମ, ବ୍ରାଣ୍ଡ ଔଷଧ ଅପେକ୍ଷା ୨୦ ଗୁଣ କମ ମୂଲ୍ୟରେ ମିଳେ ।[5] ଏସିଟାଲୋପ୍ରାମ ଦେବା ଅପେକ୍ଷା ଅନେକ ସମୟରେ ଦୁଇ ଗୁଣ ଅଧିକ ଡୋଜର ସିଟାଲୋପ୍ରାମ ମଧ୍ୟ ଦିଆଯାଉଛି ।[6]